Month: June 2025

ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ

ବ୍ୟୁରୋ,୧୬/୬: ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି ହେବ । ବଡ଼ଓଡ଼ିଆ ମଠ ଏହି ତେଲକୁ ପ୍ରସ୍ତୁତ କରାଯାଇଛି। ଆଜି ଶୋଭାଯାତ୍ରା ସହକାରେ ଶ୍ରୀମନ୍ଦିରକୁ ଫୁଲୁରୀ ତେଲକୁ ନିଆଯିବାର ପରମ୍ପରା ରହିଅଛି। ବୈଦ୍ୟଙ୍କ ପରାମର୍ଶକ୍ରମେ ଅଣସର ପିଣ୍ଡିରେ ଶ୍ରୀଜୀଉଙ୍କୁ ଏହି ଫୁଲୁରୀ…

ଜଟଣୀରେ ଫୁଡ୍ ସ୍କ୍ୱାଡର ଚଢ଼ାଉ

ଜଟଣୀ,୧୬/୬: ଡାଇରିଆ ଝାଡ଼ାବାନ୍ତି କୁ ନେଇ ରାଜ୍ୟବାସୀଙ୍କ ଚିନ୍ତା ବଢିଥିବା ବେଳେ, ପ୍ରଶାସନ ପକ୍ଷରୁ ଆଗରୁ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ଜଟଣୀ ଅଞ୍ଚଳରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଦଳ ଓ ଜଟଣୀ ପୌର ପରିଷଦ ପକ୍ଷରୁ ମିଳିତ ଚାଡାଉ…

ବିପୁଳ ପରିମାଣର ଗର୍ଭପାତ କିଟ୍ ଜବତ

ବ୍ୟୁରୋ, ୯/୬: ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଥିବା ମେଡିସିନ ଷ୍ଟୋରରେ ଆଜି ଡ୍ରଗ୍ସ କଣ୍ଟ୍ରୋଲ୍ ବିଭାଗ ଅଚାନକ ଚଢ଼ାଉ କରି ବିପୁଳ ପରିମାଣର ବେଆଇନ ଗର୍ଭପାତ କିଟ୍ ଜବତ କରିଛି। ବିନା କୌଣସି ଡାକ୍ତରୀ ପ୍ରେସକ୍ରିପସନରେ ଦୋକାନୀ ଏହି ଗର୍ଭପାତ କିଟ୍…

ରଥଯାତ୍ରା ପାଇଁ ଗାଡିବ ୩୬୫ ସ୍ୱତନ୍ତ୍ର ଟ୍ରେନ୍

ବ୍ୟୁରୋ,୯/୬: ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଆଜି ପୁରୀ ଟାଉନ ହଲ ଠାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ରଥଯାତ୍ରାରେ ୩୬୫ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ ବୋଲି…