Month: November 2025

ଷଷ୍ଠ ବାର୍ଷିକ ରାଷ୍ଟ୍ରୀୟ ସନାତନ ଅଧିବେଶନ ଉଦଯାପିତ

ବ୍ୟୁରୋ, ୧୨/୧୧: ପୁରୀ ପୌରସଦନ କକ୍ଷରେ ବ୍ରହ୍ମ ରାଷ୍ଟ୍ର ଏକମ୍ ବିଶ୍ଵ ମହାସଂଘ ନ୍ୟାସ କାଶୀର ସନାତନୀ ସଂସ୍ଥାର ଷଷ୍ଠ ବାର୍ଷିକ ରାଷ୍ଟ୍ରୀୟ ସନାତନ ଅଧିବେଶନ ଉଦଯାପିତ ହୋଇଯାଇଛି। ସଂସ୍ଥାର ଅଧ୍ଯକ୍ଷ ଶ୍ରୀ ଶ୍ରୀ ୧୦୦୮ ଡ.ସଚ୍ଚିନ୍ଦ୍ରନାଥ ଜୀ ମହାରାଜଙ୍କ ସଭାପତିତ୍ୱରେ…

ଜଟଣୀ ପ୍ରେସକ୍ଲବର ସଭାପତି ହେଲେ ରବିନ୍ଦ୍ରନାଥ ମହାକୁଡ଼, ସମ୍ପାଦକ ସୁରେଶ ମହାରଣା

ଜଟଣୀ,୯/୧୧: ୨୦୨୫-୨୬ ମସିହା ପାଇଁ ଜଟଣୀ ପ୍ରେସ କ୍ଲବର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ଶୁକ୍ରବାର ସନ୍ଧ୍ୟାରେ ଜଟଣୀ ପ୍ରେସ କ୍ଲବ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠାନର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ୨୦୨୫-୨୬ ପାଇଁ ସର୍ବସମ୍ମତି କ୍ରମେ ବରିଷ୍ଠ…

ସାଧନା ଆର୍ଟ୍ ଆଣ୍ଡ କଲଚର୍ ର ବାର ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର, ୯/୧୧: କଳା ଓ ସଂସ୍କୃତି ଭିତିକ ସାମାଜିକ ଅନୁଷ୍ଠାନ ସାଧନା ଆର୍ଟ୍ ଆଣ୍ଡ କଲଚର୍ ର ବାର ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱର ଜୟଦେବ ଭବନ ପରିସରରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି…

ପଟିଆରେ ଖୋଲିଲା ମେଟ୍ରୋର ନୂତନ ସୋ ରୁମ୍

ଭୁବନେଶ୍ବର, ୮/୧୧ : ଭୁବନେଶ୍ଵରସ୍ଥିତ ପଟିଆ ଠାରେ ମେଟ୍ରୋର ୯୦୦ ସ୍କୋୟାର ଫୁଟ ବିଶିଷ୍ଟ ତୃତୀୟ ସୋ ରୁମ୍ ଉଦ୍‌ଘାଟିତ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ଵର ମେୟର ସୁଲୋଚନା ଦାସ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ…

ରାଜ୍ୟ ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଖୋର୍ଦ୍ଧା କୁ ବଡ଼ ସଫଳତା

ବ୍ୟୁରୋ,୪/୧୧: ଅକ୍ଟୋବର ୩୧ ତାରିଖ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି କଟକ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଚାଲିଥିବା ରାଜ୍ୟ ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଖୋର୍ଦ୍ଧା ଜିଲ୍ଲା କୁ ମିଳିଛି ବଡ଼ ସଫଳତା। ଏହି ପ୍ରତିଯୋଗିତାରେ…