Advertisement

ବ୍ୟୁରୋ: ବରିଷ୍ଠ ଆଇନଜୀବୀ ପୀତାମ୍ୱର ଆଚାର୍ୟ୍ୟଙ୍କୁ ରାଜ୍ୟ ସରକାର ଆଡଭୋକେଟ୍ ଜେନେରାଲ ଭାବେ ନିଯୁକ୍ତି ଦେଇଛନ୍ତି। ଏହି ନିର୍ଦ୍ଦେଶନାମା କୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଆଇନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି।

ଆଡଭୋକେଟ ଜେନେରାଲ ପାଇଁ ଏକାଧିକ ବରିଷ୍ଠ ଆଇନଜୀବୀ ଲବିରେ ରହିଥିଲେ। ଶେଷରେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପୀତାମ୍ୱର ଆଚାର୍ୟ୍ୟଙ୍କ ନାଁରେ ଲାଗିଛି ମୋହର।

Advertisement

Leave a Reply

Your email address will not be published. Required fields are marked *