Advertisement

ବ୍ୟୁରୋ: ବାଲେଶ୍ଵର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୨୮୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ସକାଳ ସୁଦ୍ଧା ୨୦୫ଟି ମୃତ ଦେହ ଚିହ୍ନଟ ହୋଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ବାକି ରହିଥିବା ୮୩ଟି ମୃତଦେହକୁ ଏମ୍ସ ହସ୍ପିଟାଲରେ ରଖାଯାଇଛି।
ମୃତଦେହକୁ ଖୋଜିବା ପାଇଁ ପରିବାର ଲୋକେ, ବିଭିନ୍ନ ହସ୍ପିଟାଲ ବୁଲି ହଇରାଣ ହେଉଥିବାରୁ, ସେମାନଙ୍କ ପାଇଁ ଗୋଟିଏ ଜାଗାରେ ମୃତ ଦେହ ରଖି , ମୃତ ବ୍ୟକ୍ତିଙ୍କ ପରିବାରକୁ କିପରି ସୁବିଧାରେ ମୃତ ଦେହ ହସ୍ତାନ୍ତର ହୋଇପାରିବ, ସେଥିପାଇଁ ଭୁବନେଶ୍ୱର ଏମ୍ସରେ ବ୍ୟବସ୍ଥା କରାଯାଇଛି ବୋଲି ରେଲୱେ ବିଭାଗ ତରଫରୁ ସୂଚନା ଦିଆଯାଇଛି।

Advertisement

Leave a Reply

Your email address will not be published. Required fields are marked *