Category: ରାଜ୍ୟ ଖବର

ଜଟଣୀ ରେ ତ୍ରିରଙ୍ଗା ଓ ମଶାଲ ଶୋଭାଯାତ୍ରା

ଜଟଣୀ,୧୨/୫: ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଂଗଠିତ ହିନ୍ଦୁ ପରିବାର ପକ୍ଷରୁ, ଅପରେସନ ସିନ୍ଦୁରର ସଫଳତା ଓ ଭାରତୀୟ ସେନାର ବୀରତ୍ୱକୁ ମନେ ପକାଇ ଜଟଣୀ ସହରରେ ଏକ ତ୍ରିରଙ୍ଗା ଓ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଜେପି ରାଜ୍ୟ ମୁଖପାତ୍ର…

ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ମାତୃ ଦିବସ ପାଳିତ

ଖୋର୍ଦ୍ଧା,୧୨/୫: ଖୋର୍ଦ୍ଧା ଗୋଡ଼ି ପୋଖରୀ ଛକ ସ୍ଥିତ ବ୍ରହ୍ମାକୁମାରୀ ସେବାକେନ୍ଦ୍ର ପରିସରରେ ମାତୃ ଦିବସ ଶନିବାର ପାଳିତ ହୋଇଯାଇଛି। ସେବା କେନ୍ଦ୍ରର ମୁଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ଅନୁରାଧା ଭଉଣୀଙ୍କର ସଭାପତିତ୍ବରେ ଏହି ପବିତ୍ର ଦିବସ ମହାସମାରୋହରେ ପାଳିତ ହୋଇଥିଲା। ବିଭିନ୍ନ ଗ୍ରାମରେ…

ଜଟଣୀ ସରସ୍ବତୀ ଶିଶୁବିଦ୍ୟା ମନ୍ଦିରରେ A1 ଓ A2 ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଜଟଣୀ,୫/୫: ଚଳିତ ମାଟ୍ରିକ ପରୀକ୍ଷାରେ A1 ଓ A2 ମାର୍କ ରଖିଥିବା ଜଟଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏ ବର୍ଷ A1 ଜଣେ ଛାତ୍ରୀ ପାଇଥିବା ବେଳେ, A2 ରେ…

୧୨୯ ବର୍ଷ ବୟସରେ ଯୋଗ ଗୁରୁ ପଦ୍ମଶ୍ରୀ ବାବା ଶିବାନନ୍ଦ ମହାରାଜଙ୍କ ପରଲୋକ

ବ୍ୟୁରୋ,୫/୫: ଭାରତ ବର୍ଷର ବରିଷ୍ଠ ଯୋଗ ଗୁରୁ ପଦ୍ମଶ୍ରୀ ଶିବାନନ୍ଦ ମହାରାଜଙ୍କ ୧୨୯ ବର୍ଷ ବୟସରେ ପରଲୋକ ହୋଇଛି। ବାରାଣସୀର ସାର୍ ସୁନ୍ଦର ଲାଲ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମୟରେ ଶିବନନ୍ଦ ମହାରାଜଙ୍କ ଶନିବାର ଇହଲୀଳା ସମ୍ବରଣ କରିଛନ୍ତି । ସେ…

ଜଟଣୀ ବାର୍ ଆସୋସିଏସନ୍ ପକ୍ଷରୁ ମଧୁସୂଦନ ଦାସ ଜୟନ୍ତୀ ପାଳିତ

ଜଟଣୀ,୩୦/୪: ଜଟଣୀ ବାର୍ ଆସୋସିଏସନ୍ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଜଟଣୀ କୌର୍ଟ ପରିସରରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ଉଚ୍ଚନ୍ୟାୟାଳୟର ନ୍ୟାୟାଧିଶ ଆନନ୍ଦ ଚନ୍ଦ୍ର ବେଉରା ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ…

ବରିଷ୍ଠ ଆଇନଜୀବୀ ମାନଙ୍କୁ ସମ୍ମାନିତ କଲେ ଜଟଣୀ ଅଧିବକ୍ତା ପରିବାର

ଜଟଣୀ,୩୦/୪: ଅଧିବକ୍ତା ପରିବାର ଜଟଣୀ ପକ୍ଷରୁ ମଧୁସୂଦନ ଦାସ ଜୟନ୍ତୀ ଓ ଓକିଲ ଦିବସ ସ୍ଥାନୀୟ ବିଶ୍ୱନାଥ ମନ୍ଦିର ପରିସରରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବିଚାରପତି ବିରଞ୍ଚି କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି…

ଜଟଣୀରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବୀ

ଜଟଣୀ,୩୦/୪: ଜଟଣୀ ସହରରେ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ତଥା ଓଡିଆ ଜାତିର ସ୍ବାଭିମାନର ପ୍ରତୀକ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ମଧୁବାବୁଙ୍କ ଜୟନ୍ତୀ ଉତ୍ସବରେ ଦାବୀ କରିଛନ୍ତି ଜଟଣୀ ବରିଷ୍ଠ…

ଓଡିଆ ଯୁବକ ଯୁବତୀଙ୍କ ପ୍ରେରଣାର ଉତ୍ସ ଥିଲେ ବିଜୁ ବାବୁ

ଜଟଣୀ,୧୮/୪: ଓଡିଆ ଯୁବକ ଯୁବତୀ ମାନଙ୍କର ପ୍ରେରଣାର ଉତ୍ସ ଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ । ନିଜର ତଥା ଓଡିଶାର ସ୍ବାଭିମାନକୁ ବଜାୟ ରଖି ଦେଶ ବିଦେଶରେ ଓଡିଆ ଯୁବକ ଯୁବତୀ ମାନେ ନିଜର ଦକ୍ଷତା ବଳରେ ସୁନାମ ଅର୍ଜନ…

ଯୁବକ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ବ୍ୟୁରୋ: ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ, ବୋତଳମା ପଞ୍ଚାୟତ ଅଧିନ ଗୌଡପାଟଣା ମହୁଲାକୁଦିଆ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏକ ମଇ ଗଛରେ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ଆଜି ସକାଳୁ…

ଅନନ୍ତବିହାର ୱେଲଫେୟାର ସୋସାଇଟି ପକ୍ଷରୁ ଓଡ଼ିଆ ନବବର୍ଷ ପାଳିତ

ବ୍ୟୁରୋ,୧୫/୪: ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଉପଲକ୍ଷେ ପୋଖରୀପୁଟ ସ୍ଥିତ ଅନନ୍ତବିହାର ୱେଲଫେୟାର ସୋସାଇଟି ପକ୍ଷରୁ ଭୁବନେଶ୍ୱର ଅନନ୍ତବିହାର ବିଡିଏ ପାର୍କରେ ଓଡ଼ିଆ ନବ ବର୍ଷ ବେଶ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ପୋଖରୀପୁଟର ପୁରାତନ କଳା…