Advertisement

ବ୍ୟୁରୋ: ଜଟଣୀ ବାଛରା ସୁଶୀଳା ଦେବୀ ବିଦ୍ୟାପୀଠରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୃକ୍ଷ ହିଁ ଜୀବନ, ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା, ପରିବେଶ ପାଇଁ ବୃକ୍ଷର ନିତାନ୍ତ ଆବଶ୍ୟକ ଏଭଳି ଅନେକ ଶିକ୍ଷଣୀୟ ବାର୍ତ୍ତା ଜଟଣୀ ବ୍ଲକ ଶିକ୍ଷାଧିକାରିଣୀ ରଶ୍ମିବାଳା ପରିଡା ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରିବା ସହ, ବିଦ୍ୟାଳୟ ପରିସରରେ  ବୃକ୍ଷ ରୋପଣ କରିଥିଲେ। ସୁଶୀଳା ଦେବୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷୟତ୍ରୀ ଦୀପ୍ତିବାଳା ସାହୁ, ସି.ଆର.ସିସି. ମାନଗୋବିନ୍ଦ ସାହୁ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *