Tag: ଭୁବନେଶ୍ୱର

ଅନନ୍ତବିହାର ୱେଲଫେୟାର ସୋସାଇଟି ପକ୍ଷରୁ ଓଡ଼ିଆ ନବବର୍ଷ ପାଳିତ

ବ୍ୟୁରୋ,୧୫/୪: ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଉପଲକ୍ଷେ ପୋଖରୀପୁଟ ସ୍ଥିତ ଅନନ୍ତବିହାର ୱେଲଫେୟାର ସୋସାଇଟି ପକ୍ଷରୁ ଭୁବନେଶ୍ୱର ଅନନ୍ତବିହାର ବିଡିଏ ପାର୍କରେ ଓଡ଼ିଆ ନବ ବର୍ଷ ବେଶ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ପୋଖରୀପୁଟର ପୁରାତନ କଳା…

ଜଙ୍ଘରେ ଟାଟୁ କରି ବନ୍ଧାହେଲେ

ବ୍ୟୁରୋ, ୦୩/୦୩ : ମହିଳାଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରି ବନ୍ଧାହେଲେ, ଟାଟୁ କରିଥିବା ବ୍ୟକ୍ତି ଓ ଟାଟୁ ଦୋକାନ ମାଲିକ। ଉଭୟଙ୍କୁ ଗିରଫ କରିଛି ସହିଦନଗର ପୋଲିସ । ଗିରଫ ହୋଇଥିବା ବ୍ୟକ୍ତି ହେଲେ ରକି ରଞ୍ଜନ ବିଷୋୟୀ ଓ…

ସରସ୍ବତୀ ମୂର୍ତ୍ତି ବିସର୍ଜନ ବେଳେ ନଦୀ ରେ ବୁଡ଼ି ୨ ଛାତ୍ରଙ୍କ ଅକାଳ ବିୟୋଗ

ବ୍ୟୁରୋ, ୦୫/୦୨: ସରସ୍ବତୀ ମୂର୍ତ୍ତି ବିସର୍ଜନ ବେଳେ ନଦୀ ରେ ବୁଡ଼ି ୨ ଛାତ୍ରଙ୍କ ଅକାଳ ବିୟୋଗ ହୋଇଛି। ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ପଞ୍ଚାୟତ, ରଙ୍ଗବଜାର ନିକଟରେ ଘଟିଛି ଏହି ଘଟଣା। ସରସ୍ବତୀ ମୂର୍ତ୍ତି ବିସର୍ଜନ କରୁଥିବା ବେଳେ…

ପ୍ରତିଷ୍ଠା ହେଲା ସାଧନା ଆର୍ଟ୍ ଆଣ୍ଡ କଲଚର୍ ର ମୁଖ୍ୟ କାର୍ଯ୍ୟାଳୟ

ବ୍ୟୁରୋ, ୦୩/୦୨: କଳା ଓ ସଂସ୍କୃତି ଭିତିକ ସାମାଜିକ ସଂଗଠନ ” ସାଧନା ଆର୍ଟ୍ ଆଣ୍ଡ କଲଚର୍ “ର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ଉପକଣ୍ଠ କଣ୍ଟିଲୋ, ହାଇଟେକ୍ ଛକ, ସୁନ୍ଦରପଦାରେ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି…

ଅଶ୍ଳିଳ ନୃତ୍ୟ ପ୍ରଦର୍ଶନ କଲେ ହେବ ଠେଙ୍ଗା ପାହର

ବ୍ୟୁରୋ, ୦୩/୦୨: ମାଆ ବାରଭୂଜାଙ୍କ ପାଖରେ ପୂଜା ହେଲା ଶହେ ଠେଙ୍ଗା । ଏକାମ୍ର ବିଧାୟକ ବାବୁ ସିଂ ଓ ତାଙ୍କ ସମସ୍ତ ସହଯୋଗୀ ମାନେ ଆଜି ମାଙ୍କ ପାଖରେ ଠେଙ୍ଗା ପୂଜା କରିଛନ୍ତି । କାଲିଠାରୁ ଆରମ୍ଭ ହେବାକୁ ଯାଉଛି…

ଲେଡିଜ୍ ହଷ୍ଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବ୍ୟୁରୋ: ଭୁବନେଶ୍ବର ଇନଫୋସିଟି ଅଞ୍ଚଳର ଏକ ଲେଡିଜ୍ ହଷ୍ଟେଲରୁ ମିଳିଛି ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ। ମୃତକ ଯୁବତୀ ହେଉଛନ୍ତି କେନ୍ଦ୍ରାପଡା ପାଟକୁରା ଅଞ୍ଚଳର ସୋନାଲି। ସୋନାଲି ଭୁବନେଶ୍ୱର ଫାୟାରଷ୍ଟେସନ ନିକଟ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ। ଆଜି ହଷ୍ଟେଲରୁ…

ଟ୍ରାନ୍ସଜେଣ୍ଡର୍‌ଙ୍କ ପାଇଁ ଖୋଲିଲା ସ୍ବତନ୍ତ୍ର କ୍ଲିନିକ୍ ‘ପୂର୍ଣତା’

ବ୍ୟୁରୋ: ହାଇଟେକ୍ ମେଡିକାଲ କଲେଜ୍ ଓ ହସ୍ପିଟାଲ ଏବଂ ଓଡିଶା ଟ୍ରାନ୍ସଜେଣ୍ଡର ମହାସଂଘ ‘ଶଖା’ ମଳିତ ସହ‌ଯୋଗରେ, ହାଇଟେକ୍ ମେଡିକାଲ କଲେଜ ପରିସରରେ ଖୋଲିଲି ଟ୍ରାନ୍ସଜେଣ୍ଡର୍‌ଙ୍କ ପାଇଁ ଖୋଲିଲା ସ୍ବତନ୍ତ୍ର କ୍ଲିନିକ୍ ‘ପୂର୍ଣତା’। ଗୋଟିଏ ଛାତ ତଳେ ଟ୍ରାନ୍ସଜେଣ୍ଡରମାନଙ୍କର ସ୍ଵାସ୍ଥ୍ୟ ଚିକିତ୍ସାର…

ସ୍ୱଚ୍ଛାସେବୀ ସଙ୍ଗଠନ ସଖା ପକ୍ଷରୁ ଏଡସ୍ ଦିବସ ପାଳିତ

ବ୍ୟୁରୋ: ଅଗ୍ରଣୀ ସ୍ୱଚ୍ଛାସେବୀ ସଙ୍ଗଠନ ସଖା ପକ୍ଷରୁ ବିଭିନ୍ନ ସ୍ଥାନରେ ଏଡସ୍ ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ମ୍ୟୁନିସିପାଲିଟି ହସ୍ପିଟାଲ ପରିସରରେ ଏଡସ୍ ସଂପର୍କରେ ସଚେତନତା ଏବଂ ଟ୍ରାନ୍ସଜେଣ୍ଡରମାନଙ୍କର ଅଧିକାର ଓ ଅସ୍ତୀତ୍ୱ ସମ୍ୱନ୍ଧରେ ଏକ ଆଲୋଚନା…

ଟୁଙ୍ଗୁରୁ ଭୋଳ ଗିରଫ

ବ୍ୟୁରୋ: ଗ୍ୟାରେଜରେ ପଶି ଚୋରି କରିବା ପରେ ଧରା ପଡିଲେ ଆଲୋକ ଭୋଳ ଓରଫ ଟୁଙ୍ଗୁରୁ । ସୂଚନା ମୁତାବକ ଭରତପୁର ଥାନା ଅଧିନ ଶ୍ରୀକ୍ଷେତ୍ର ବିହାରରେ ଥିବା ଏକ ୱେଲ୍ଡିଂ ଗ୍ୟାରେଜରୁ ଗତ ତା ୧୧.୦୪.୨୦୨୪ ରିଖ ମଧ୍ୟାନ ସମୟରେ…

ସାଧନା ଆର୍ଟ ଆଣ୍ଡ କଲଚରରେ 78ତମ ସାଧିନତା ଦିବସ ପାଳିତ

ବ୍ୟୁରୋ: ଓଡ଼ିଶାର ପ୍ରତିଷ୍ଠିତ କଳା, ସଂସ୍କୃତି ଭିତ୍ତିକ ସାଂସ୍କୃତିକ ଅନୁଷ୍ଠାନ “ସାଧନା ଆର୍ଟ ଆଣ୍ଡ କଲଚର ” ପୋଖରୀପୁଟ ଭୁବନେଶ୍ୱର ଶିକ୍ଷାନୁଷ୍ଠାନରେ 78ତମ ସାଧିନତା ଦିବସ ପାଳିତ ହୋଇଯାଇଅଛି। ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ଅଭିଭାବକ, ଅଭିଭାବିକା ତଥା…