Tag: kalingatoday

ଜଟଣୀ ରେ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ୫୬ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଜଟଣୀ, ୬/୧୦: ମହାନ ସ୍ବାଧୀନତା ସଂଗ୍ରାମୀ ତଥା ଓଡିଶାରେ ଶିକ୍ଷା ଆନ୍ଦୋଳନର ପ୍ରବର୍ତକ ଆଜିବନ ବିପ୍ଳବୀ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସମାଜରେ ସଂସ୍କାର ମୁଳକ କାଯ୍ୟ କରିବାକୁ ଛାତ୍ର ଓ ଯୁବ ସମାଜ ଆଗେଇ ଆସିବାକୁ ଆହ୍ବାନ…

ରୌପ୍ୟ, କାଂସ୍ୟ ପଦକ ଜିତି ଜଟଣୀ ପାଇଁ ଗୌରବ ଆଣିଲେ ଶ୍ରେୟା ଓ ତନୁଶ୍ରୀ

ଜଟଣୀ, ୬/୧୦ : ଟାଏକୋଣ୍ଡ ଫେଡ଼େରେସନ୍ ଅଫ ଇଣ୍ଡିଆ ଆନୁକୂଲ୍ୟରେ ମଧ୍ୟପ୍ରଦେଶ ଇନ୍ଦୋର ଚମେଲି ଦେବୀ ଇଣ୍ଡୋର ହଲରେ ୪୦ତମ ସବ୍ ଜୁନିଅର୍ କ୍ୟୋରୁଗି ଏବଂ ୪୩ତମ ଜୁନିଅର୍ କ୍ୟୋରୁଗି, ୧୬ତମ ଜୁନିଅର୍ ପୁମସେ ଏବଂ ୧୪ତମ ସବ୍ ଜୁନିଅର ପୁମସେ…

ଗଣେଶ ପୂଜା ଭସାଣି ଅଘଟଣ ମାମଲାରେ, ୨ଟି ଡିଜେ ଜବତ ମାଲିକ ଗିରଫ

ଜଟଣୀ, ୦୧/୧୦ : ଜଟଣୀ ଗଣେଶ ପୂଜା ଭସାଣି ଶୋଭାଯାତ୍ରା ଘଟିଥିବା ଅଘଟଣ ମାମଲାରେ ଜଟଣୀ ପୋଲିସ ଘଟଣାର ତଦନ୍ତ କରି ଆଜି ୨ଟି ଡିଜେ କୁ ଜବତ କରିବା ସହ ସମ୍ପୃକ୍ତ ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।…

ଜଟଣୀ ରେ ‘ଆଙ୍ଗନ କା ଉତ୍ସବ’ କାର୍ଯ୍ୟକ୍ରମ

ଜଟଣୀ, ୨୯/୯: ଜଟଣୀ ରାମଚନ୍ଦ୍ରପୁର ବଜାର ସ୍ଥିତ ୱାର୍ଡ ୮(ଏ) ଅଙ୍ଗନବାଡି ସେଣ୍ଟରରେ ‘ଆଙ୍ଗନ କା ଉତ୍ସବ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଙ୍ଗନବାଡି କୁ ଆସୁଥିବା ଛୋଟ ଛୋଟ ଶିଶୁ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶିଶୁ ମାନେ…

ଜଟଣୀ ଗୋପୀନାଥ ମନ୍ଦିରରେ ରାଧାଷ୍ଟମୀ ଏବଂ ଦୁର୍ଗାଷ୍ଟମୀ ପାଳିତ

ଜଟଣୀ, ୨୯/୯: ଜଟଣୀ ଗୋପୀନାଥଜୀ ମନ୍ଦିରରେ ଶ୍ରୀରାଧାରାଣୀଙ୍କ ଜନ୍ମଦିନ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ଶହ ଶହ ଶ୍ରଦ୍ଧାଳୁ ଉପସ୍ଥିତ ହୋଇ ରାଧାରାଣୀଙ୍କ ପୂଜା କରିଥିଲେ। ଅଖିଳ ଭାରତୀୟ ମହିଳା ସମିତି ଜଟଣୀ ଶାଖାର ସଦସ୍ୟମାନେ ରାଧାରାଣୀଙ୍କ ଭାବଭରା ଭଜନ…

ନାଇଜର ବିଲ୍ଡିଂ ତଳେ ପଡି ଛାତ୍ରଙ୍କ ମୃତ୍ୟୁ

ଜଟଣୀ, ୧୯/୯: ଜଟଣୀ ନାଇଜର କ୍ୟାମ୍ପସ ଭାଗିରଥି ଛାତ୍ରବାସ ବିଲ୍ଡିଂ ତଳେ ପଡି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ବିନୟ ସନ୍ୟାସୀ ଭେଙ୍କଟ । ବିନୟ ମାଷ୍ଟର ସାଇନ୍ସ ର ୩ବର୍ଷ ର ଛାତ୍ର ଥିଲେ।…

ଏସି କମ୍ପ୍ରେସର ଫାଟି ଦୁଇ ଗୁରୁତର

ଖୋର୍ଦ୍ଧା, ୧୭/୯: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ନିରାକାରପୁରରେ ଘଟିଛି ଏକ ବଡ଼ ଅଘଟଣ। ଘର ରଙ୍ଗ କରୁଥିବା ବେଳେ ଏସି କମ୍ପ୍ରେସର ଫାଟି ଦୁଇ ଜଣ ଗୁରୁତର ହୋଇଛନ୍ତି। ସୁଚନା ମୁତାବକ ନିରାକାରପୁର ନନପଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ…

ଜଟଣୀରେ ଶୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ

ଜଟଣୀ, ୧୫।୯: ଓଡ଼ିଶା ସର୍ଭିସ୍ ସେଣ୍ଟର୍ ଫର୍ ଦି ଦିବ୍ୟାଙ୍ଗ ପିପୁଲ୍, ପୁରୀ ଓ କଳିଙ୍ଗ ଯୁବ ପରିଷଦ ସହଯୋଗରେ ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ, ଦିବ୍ୟାଙ୍ଗ ଭଜନ ସମାରୋହ ଓ ମହାପ୍ରଭୁଙ୍କ କଥାମୃତ କାର୍ଯ୍ୟକ୍ରମ ସ୍ଥାନୀୟ ଶରତ ପାଇକରାୟ ଷ୍ଟାଡିୟମ…

ଏଥର ଜମିବ ଗଣେଶ ପୂଜା

ଆଉ ଦୁଇ ଦିନ ପରେ ଗଣେଶ ପୂଜା। ଏଥର ଶ୍ରଦ୍ଧାଳୁ ଦେଖିବାକୁ ପାଇବେ ଭିନ୍ନ ଭିନ୍ନ ଡିଜାଇନ କାରୁକାର୍ଯ୍ୟ ର ମୂର୍ତ୍ତି। ଦିନ ରାତି ଏକ କରି ମୂର୍ତ୍ତି ନିର୍ମାଣରେ ଲାଗିପଡିଛନ୍ତି କାରିଗର।

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ

ଜଟଣୀ, ୨୭/୮: ଜଟଣୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ମହା ଆଡ଼ମ୍ବରରେ ପାଳନ ହୋଇଯାଇଛି। ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଭଗବତୀ ବିଦ୍ୟାଳୟ ଗୋଳବାଇର ପ୍ରଧାନ ଶିକ୍ଷୟିତ୍ରୀ ସ୍ଵସ୍ତିକା ପାଲ୍ ଯୋଗଦାନ କରି ଗୋପୂଜନ କରିଥିଲେ। ପରେ…