Tag: khordha

ଖବରକାଗଜ ବିତରକଙ୍କ ପରଲୋକ

ଖୋର୍ଦ୍ଧା, ୧୯/୭: ଖୋର୍ଦ୍ଧା ଅଞ୍ଚଳର ସର୍ବ -ପୁରାତନ ଖବରକାଗଜ ବିତରକ ଭାବେ ଜଣାଶୁଣା ଘନଶ୍ୟାମ ସାମଲଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ଦୈନନ୍ଦିନ ପରି ଶ୍ରୀ ସାମଲ ସକାଳୁ ବିଭିନ୍ନ ଖବରକାଗଜ ନେଇ ନିଜ…

ଉଇଲ କିଶନ ନଗରରେ ପାଳିତ ହେଲା ମହାପ୍ରଭୁଙ୍କ ରଥଯାତ୍ରା

ଖୋର୍ଦ୍ଧା,୧୬/୭: ଖୋର୍ଦ୍ଧା ଗୁରୁଜଙ୍ଗ ନିକଟସ୍ଥ ଉଇଲ କିଶନ ନଗର ଗ୍ରାମରେ ପାଳିତ ହୋଇଛି ପବିତ୍ର ରଥଯାତ୍ରା । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦିବ୍ୟ ଦର୍ଶନ ପାଇବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଶ୍ରୀଶ୍ରୀ ଚନ୍ଦ୍ର…

ଲୋକେଶ୍ୱରପୁରରେ ଭକ୍ତି ଓ ଉତ୍ସାହର ସହ ପାଳିତ ହେଲା ମହାପ୍ରଭୁଙ୍କ ରଥଯାତ୍ରା

ଖୋର୍ଦ୍ଧା,୧୬/୭: ଖୋର୍ଦ୍ଧା ନିକଟସ୍ଥ ଲୋକେଶ୍ୱରପୁର ଗ୍ରାମରେ ପବିତ୍ର ରଥଯାତ୍ରା ମହୋତ୍ସବ ଭକ୍ତି, ଆଧ୍ୟାତ୍ମିକ ପରିବେଶ ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦିବ୍ୟ ଦର୍ଶନ ପାଇଁ ସକାଳୁ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ…

ଶିକ୍ଷାରୁ ବଞ୍ଚିତ ଶିଶୁମାନଙ୍କୁ, ପୁନର୍ବାର ଶିକ୍ଷାର ମୂଳଧାରାକୁ ଫେରାଇ ଆଣିଲା ସୋଚ୍!

ଭୁବନେଶ୍ୱର,୧୫/୭: ସୋସାଇଟି ଫର୍ ଚିଲଡ୍ରେନ (ସୋଚ୍) ପକ୍ଷରୁ ଆୟୋଜିତ ୩ ମାସିଆ Residential Education Bridge Courseର ସମାପନ ଉତ୍ସବ ଆଜି ଭୁବନେଶ୍ୱର ସ୍ଥିତ ପୁନର୍ବାସ କେନ୍ଦ୍ରରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରର ବିଭିନ୍ନ ବସ୍ତିରୁ ସୋଚ୍ ଦ୍ୱାରା ଚିହ୍ନଟ…

ଜଟଣୀରେ ଗୋପବନ୍ଧୁ ଦାସଙ୍କର ଶ୍ରାଦ୍ଧ ଦିବସ ପାଳିତ

ଜଟଣୀ, ୧୪/୦୭: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ୯୮ତମ ଶ୍ରାଦ୍ଧ ଦିବସ ଆଜି ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ, ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ଓ ଗୋପବନ୍ଧୁ ସେବା ସଂଘ ଆନୁକୁଲ୍ୟରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ସକାଳ…

ଜଟଣୀରେ ମାତମ ଶୋଭାଯାତ୍ରା

ଜଟଣୀ, ୨୬/୬: ଜଟଣୀରେ ବସବାସ କରୁଥିବା ସିହା ସମ୍ପ୍ରଦାୟର ଭାଇଭଉଣୀ ମାନେ, ନିଜ ଧର୍ମ ଗୁରୁ ଇମାମ୍ ହୁସେନ୍ ଙ୍କ ବଳିଦାନକୁ ମନେ ପକେଇ ପାଳନ କରିଛନ୍ତି ମହରମ ପର୍ଵ।ଇସଲାମ୍ ଧର୍ମ ଗୁରୁ ଇମାମ୍ ହୁସେନ୍ ସବୁବେଳେ ଲୋକଙ୍କୁ ସତ୍ ମାର୍ଗରେ…

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଜନ୍ମ ଦିବସ ଅବସରରେ, ଜଟଣୀରେ ରକ୍ତଦାନ ଶିବିର

ଜଟଣୀ, ୨୬/୬: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିବସ ଅବସରରେ ପିପୁଲ ଫର୍ ସୋସାଇଟି ପକ୍ଷରୁ ଜଟଣୀ ଖୁଦୁପୁର ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବହୁ ସଂଖ୍ୟକ ସ୍ୱେଚ୍ଛାସେବୀ ରକ୍ତଦାତା ଭାବେ ଯୋଗଦେଇ…

ସିଗମା ପବ୍ଲିକ ସ୍କୁଲରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଖୋର୍ଦ୍ଧା, ୨୧/୬: ଖୋର୍ଦ୍ଧା ର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ସିଗମା ପବ୍ଲିକ ସ୍କୁଲ ପରିସରରେ, ପାତଞ୍ଜଳି ଯୋଗ ସମିତି ମିଳିତ ସହଯୋଗରେ ବିଶ୍ୱ ଯୋଗ ଦିବସ ପାଳନ ହୋଇଯାଇଛି। ସମିତି ଆବାହକ ସୀତାକାନ୍ତ ପଣ୍ଡା, ଯୋଗ ଗୁରୁ ଗୌରାଙ୍ଗ ମଣ୍ଡଳ, ହୁସେନ…

ଧୁମଧାମରେ ରଜ ମହୋତ୍ସବ ପାଳିତ

ଜଟଣୀ, ୧୭/୬: ଜଟଣୀ ବ୍ଲକ୍ ଅନ୍ତର୍ଗତ ଯାଁଳା ମୁଣ୍ଡମୁହାଁଣ ସ୍ଥିତ ବାବା ଶ୍ରୀଶ୍ରୀ ଗ୍ରାମେଶ୍ଵର ଦେବଙ୍କ ମେଳନ ପଡ଼ିଆରେ ଧୁମଧାମରେ ରଜ ମହୋତ୍ସବ ପାଳିତ ହୋଇଯାଇଛି। ଗ୍ରାମେଶ୍ଵର ଯୁବ ପରିଷଦ ଦ୍ୱାରା ଆୟୋଜିତ ଏହି ରଜ ମହୋତ୍ସବ, ପହିଲି ରଜ ୧୪…

ନିଆରା ପରମ୍ପରା, ରଜ ସଂକ୍ରାନ୍ତି ରେ ଝାମୁଯାତ୍ରା

ଜଟଣୀ, ୧୫/୬: ଓଡ଼ିଶାର ବିଭିନ୍ନ ସ୍ଥାନରେ ପଣା ସଂକ୍ରାନ୍ତି ଦିନ ଝାମୁଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ, ଜଟଣୀ ବ୍ଲକ ଓଗାଳପଡା ଗ୍ରାମ ଶ୍ରୀଶ୍ରୀ ମୃଗେଶ୍ୱରଙ୍କ ପୀଠରେ ଦେଖାଯାଏ ଏହାର ବ୍ୟତିକ୍ରମ । ବାବା ମୃଗେଶ୍ୱରଙ୍କ ପୀଠରେ ପହିଲି ରଜ ଓ ରଜ…