Tag: odisha

ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଖେଳକୁଦ ଉତ୍ସବ ଉଦଯାପିତ

ଜଟଣୀ, ୨୮/୧୧: ଜଟଣୀ ସରସ୍ୱତୀ ବିଦ୍ୟା ମନ୍ଦିର ରେ ଦୁଇ ଦିନ ଧରି ଚାଲିଥିବା ବାର୍ଷିକ ଖେଳକୁଦ ଉତ୍ସବ ଉଦଯାପିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଆଥଲେଟ କେଦାର କୁମାର ବରାଳ ଖେଳକୁଦ ଉତ୍ସବକୁ ଉଦଘାଟନ କରିଥିଲେ। ବିଦ୍ୟାଳୟରେ ୧୧୨୫…

ସିଗମା ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ଖୋର୍ଦ୍ଧା, ୨୮/୧୧: ଖୋର୍ଦ୍ଧା ଜିଲ୍ଲା ଆଥେଲେଟିକ ଷ୍ଟାଡିୟମ୍ ରେ ତିନି ଦିନ ଧରି ଚାଲିଥିବା ସିଗମା ପବ୍ଲିକ ସ୍କୁଲ ର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉତ୍ସବ ଉଦଯାପିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର…

ଜଟଣୀ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳନ

ଜଟଣୀ,୨୬/୧୧: ଜଟଣୀ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ୭୭ତମ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ବିଭାଗର ମୁଖ୍ୟ ଅଧ୍ୟାପକ ବାଳକୃଷ୍ଣ ଚୌଧୁରୀଙ୍କ ପୌରହିତ୍ୟରେ , ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଭାରତୀୟ ସମ୍ବିଧାନର ଆଦର୍ଶ ଏବଂ ଦର୍ଶନ ଶୀର୍ଷକ ଏକ…

ସିଗମା ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

ଖୋର୍ଦ୍ଧା, ୨୬/୧୧: ଖୋର୍ଦ୍ଧା ଜିଲ୍ଲା ଆଥେଲେଟିକ ଷ୍ଟାଡିୟମ୍ ରେ ସିଗମା ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉତ୍ସବ ଆଜି ଉଦଘାଟିତ ହୋଇଯାଇଛି। ତିନି ଦିନ ଧରି ଆୟୋଜନ ହେବାକୁ ଥିବା ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା…

ଶ୍ରୀରାମ ଚରିତ ମାନସ ପାରାୟଣ, ପ୍ରବଚନ ଓ ଜ୍ଞାନ ଯଜ୍ଞ ଉଦଯାପିତ

ଜଟଣୀ, ୨୫।୧୧: ଜଟଣୀ ବାଛରା ସ୍ଥିତ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ପରିସରରେ ଆୟୋଜିତ ଶ୍ରୀରାମ ଚରିତ ମାନସ ପାରାୟଣ, ପ୍ରବଚନ ଓ ଜ୍ଞାନ ଯଜ୍ଞ ମଙ୍ଗଳବାର ରାତିରେ ଉଦଯାପିତ ହୋଇଯାଇଛି। ଗତ ୧୬ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୨୪…

ବାବା ଗତିଶ୍ୱରଙ୍କ ପୀଠରେ ଭଜନ ସମାରୋହ

ଜଟଣୀ, ୨୪/୧୧: ପବିତ୍ର ବଡ଼ ଓଷା ଉପଲକ୍ଷେ ଜଟଣୀ ଦେଉଳବସ୍ତ ସ୍ଥିତ ଶ୍ରୀଶ୍ରୀ ବାବା ଗତିଶ୍ୱର ଦେଵଙ୍କ ମନ୍ଦିର ପ୍ରାଙ୍ଗଣରେ, ଶୁଭସନ୍ଧ୍ୟା ଆଞ୍ଚଳିକ ଯୁବ ପରିଷଦ ପକ୍ଷରୁ ୩୩ତମ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜଟଣୀର ପୂର୍ବତନ ବିଧାୟକ…

ଥଣ୍ଡା ପାନୀୟରେ ନିଶାଦ୍ରବ୍ୟ ଦେଇ ସହପାଠୀନିଙ୍କୁ ଦୁଷ୍କର୍ମ

ଜଟଣୀ, ୨୩।୧୧: ଥଣ୍ଡା ପାନୀୟରେ ନିଶା ଦେଇ ସହପାଠୀନିଙ୍କୁ ଦୁଷ୍କର୍ମ କରିବା ସହ ଆପତ୍ତିଜନକ ଫୋଟୋ, ଭିଡିଓ ଭାଇରାଲ କରି ଦେବାର ଧମକ ଦେଇ ବ୍ଲାକମେଲ କରିବା ଅଭିଯୋଗରେ ଜଟଣୀ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲା ମୟୂରଭଞ୍ଜ…

ଟାଙ୍ଗୀ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ସାମ୍ବାଦିକତା ଦିବସ ପାଳିତ

ଖୋର୍ଦ୍ଧା, ୧୭/୧୧: ସମାଜର ଅନ୍ୟାୟ, ଅନୀତି ଓ ଅବ୍ୟବସ୍ଥା ବିରୋଧରେ ସ୍ୱର ଉତ୍ତୋଳନ କରିବା ସହ ଜନସାଧାରଣଙ୍କ ସମସ୍ୟାକୁ ଶାସନ ଓ ପ୍ରଶାସନ ନିକଟରେ ପହଞ୍ଚାଇବାରେ ଗଣମାଧ୍ୟମର ଭୂମିକା ଅତୁଳନୀୟ। ଏହି ଦାୟିତ୍ୱବୋଧ, ନିଷ୍ଠା ଓ ସଂଘର୍ଷମୟ ସାମ୍ବାଦିକତା ବୃତ୍ତିକୁ ସମ୍ମାନ…

ସାମ୍ବାଦିକତା କେବଳ ଏକ ବୃତ୍ତି ନୁହେଁ, ଏହା ସମାଜ ପ୍ରତି ଏକ ଗୁରୁଦାୟିତ୍ୱ

ଖୋର୍ଦ୍ଧା: ୧୬/୧୧: ଗଣତନ୍ତ୍ରର ସୁରକ୍ଷା, ଜନସାଧାରଣଙ୍କ ସ୍ୱରକୁ ଶାସନ ଓ ପ୍ରଶାସନ ନିକଟରେ ପହଞ୍ଚାଇବା ଏବଂ ସମାଜକୁ ସଚେତନ କରିବାରେ ଗଣମାଧ୍ୟମର ଭୂମିକା ଅତୁଳନୀୟ। ସାମ୍ବାଦିକମାନେ ବହୁ ପ୍ରତିକୂଳ ପରିସ୍ଥିତି, କଷ୍ଟ ଓ ଆହ୍ୱାନର ସମ୍ମୁଖୀନ ହୋଇ ଘଟଣାସ୍ଥଳରୁ ସମ୍ବାଦ ସଂଗ୍ରହ…

ଜଟଣୀରେ ଜାତୀୟ ପ୍ରେସ ଦିବସ ପାଳିତ

ଜଟଣୀ,୧୬/୧୧: ଜଟଣୀ ପ୍ରେସ୍ କ୍ଳବ ପକ୍ଷରୁ ସ୍ଥାନୀୟ ରୋଟାରୀ କ୍ଳବ ସଭା ଗୃହରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନ ର ସଭାପତି ରବୀନ୍ଦ୍ରନାଥ ମହାକୁଡଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଟଣୀ ବିଧାୟକ ବିଭୁତିଭୂଷଣ ବଳବନ୍ତରାୟ…