ସର୍ଦ୍ଦାର ସନ୍ତକ ସିଂଙ୍କ ସ୍କୃତିରେ ସୋଲଫୁଲ ଗଜଲ
ଭୁବନେଶ୍ଵର ୮/୧୦: ଭୁବନେଶ୍ଵର ମ୍ୟୁଜିକ ସର୍କଲର ପ୍ରତିଷ୍ଠାତା ସର୍ଦ୍ଦାର ସନ୍ତକ ସିଂଙ୍କ ସ୍କୃତିରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ଏକ “ସୋଲଫୁଲ ଗଜଲ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ କଳାମନ୍ଦିରର ରାଜୀନ୍ଦର ସିଂ, ଯଶଜିତ୍ କୈାର ଏବଂ ଉତ୍କଳ ହସପିଟାଲର ଡିନ୍…