Category: ରାଜ୍ୟ ଖବର

ଚିଲିକାରେ ହେବ ପକ୍ଷୀ ଓ ଡଲଫିନ୍  ଗଣନା

ବ୍ୟୁରୋ: ଚିଲିକାରେ ହେବ ପକ୍ଷୀ ଓ ଡଲଫିନ୍ ଗଣନା । ପ୍ରତିବର୍ଷ ଭଳି ଚଳିତ ବର୍ଷ ଏହି ଗଣନା କାର୍ଯ୍ୟ ହେବ । ଗୋଟିଏ ଦିନରେ ସରିବ ପକ୍ଷୀ ଗଣନା , କିନ୍ତୁ ୩ ଦିନ ଧରି ହେବ ଡଲଫିନ୍ ଗଣନା…

୧୬ ତାରିଖରେ ଧାନ ମଣ୍ଡି ଉଦଘାଟନ

ବ୍ୟୁରୋ: ରଣପୁର ବ୍ଲକ ଅନ୍ତଗତ କୁଳାସର ଗ୍ରାମ ପଞ୍ଚାୟତର, ତାରିଆ ସମବାୟ ସମିତିର ସଭାପତି ପଦ୍ମଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଧାନ ମଣ୍ଡି ଉଦଘାଟନକୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କୁଳାସର ଗ୍ରାମ ପଞ୍ଚାୟତର ସମିତି ସଭ୍ୟା…

ଆଖି ବୁଜିଲା ଶିଶୁ ଧଳା ମହାବଳ

ବ୍ୟୁରୋ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଏକ ଧଳା ଶିଶୁ ମହାବଳ ବାଘର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ବାଘଟିକୁ ତିନି ମାସ ହୋଇଥିବା ସୂଚନା ମିଳିଛି । ବଂଶ ଗତ ସମସ୍ୟା ରୋଗରେ ପୀଡିତ ହୋଇ ବାଘଟି ଗତ…

ପ୍ରଭୁ ସାକ୍ଷୀଗୋପାଳଙ୍କୁ ଲାଗିହେଲା ମକର ଚାଉଳ ଭୋଗ

ବ୍ୟୁରୋ: ପବିତ୍ର ମକର ସଂକ୍ରାନ୍ତି ଅବସରରେ ପ୍ରଭୁ ସାକ୍ଷୀଗୋପାଳଙ୍କୁ ମକର ଚାଉଳ ଭୋଗ ଲାଗି କରାଯାଇଛି। ଗତ କାଲି ମହାଲକ୍ଷ୍ମୀଙ୍କ ବାପଘରୁ ଆସିଥିବା ମକର ଭାରରେ ମନ୍ଦିର ମାଳି ସେବାୟତମାନେ ମକର ଚାଉଳ ପ୍ରସ୍ତୁତ କରିଥିଲେ। ମକର ଭାର ସହିତ ଆସିଥିବା…

୬୩ତମ ନିଖିଳ ଉତ୍କଳ ଶ୍ରୀ ଅରବିନ୍ଦ ପାଠ ଚକ୍ର ସମ୍ମିଳନୀ

ବ୍ୟୁରୋ: ପ୍ରତି ବର୍ଷ ପରି ଚଳିତ ବର୍ଷ ୨ଦିନ ଧରି ଜଟଣୀ ରେତଙ୍ଗ କଲୋନୀ ସ୍ଥିତ ମାତୃ ଭବନରେ ୬୩ତମ ନିଖିଳ ଉତ୍କଳ ଶ୍ରୀ ଅରବିନ୍ଦ ପାଠ ଚକ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନ ସକାଳୁ ଭାରତର ଆଧ୍ୟାତ୍ମିକ ପତାକା…

ପିକଅପ ଭ୍ୟାନରୁ ୪ କୁଇଣ୍ଟାଲ ଗଞ୍ଜେଇ ଜବତ

ବ୍ୟୁରୋ: ପିକଅପ ଭ୍ୟାନରେ ଗଞ୍ଜେଇ ହେଉଥିଲା ଚୋରା ଚାଲାଣ ।ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ଅବକାରୀ ପୋଲିସ, ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଲେବଲ କ୍ରସିଂଙ୍ଗ ନିକଟରେ ଚଢ଼ାଉ କରି ଗାଡି ସହ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। ପୋଲିସ…

୧୯୯୬ ମସିହା ବ୍ୟାଚର ୩ୟ ବନ୍ଧୁମିଳନ

ବ୍ୟୁରୋ : ଜନତା ଉଚ୍ଚ ବିଦ୍ୟାଳୟର ୧୯୯୬ ବ୍ୟାଚ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପକ୍ଷରୁ ରବିବାର ଗଡ଼ମାଣୀତ୍ରୀ ସ୍ଥିତ ମା, ରାମଚଣ୍ଡୀଙ୍କ ପିଠରେ, ପିତବାସ ସାହୁ ଓ ପ୍ରଭାକର ସାମନ୍ତରାୟଙ୍କ ତତ୍ୱବୋଧନରେ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର…

ବିପୁଳ ପରିମାଣର ଗଞ୍ଜେଇ ଭର୍ତ୍ତି କାର ଜବତ

ବ୍ୟୁରୋ: ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ବରୁଣେଇ ଓଭରବ୍ରିଜ ନିକଟରୁ,ଶିଳ୍ପାଞ୍ଚଳ ପୋଲିସ ଓ ଅବକାରି ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଭର୍ତ୍ତି କାର ଜବତ କରିଛନ୍ତି । ଘଟଣା ସ୍ଥଳରୁ ଡ୍ରାଇଭର ଓ ସହଯୋଗୀ ଫେରାର ହୋଇଯାଇଥିବା…

ଜଟଣୀ ପ୍ରଗତି ପରିଷଦ ପକ୍ଷରୁ କମ୍ବଳ ବଣ୍ଟନ

ବ୍ୟୁରୋ: ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ ପ୍ରଗତି ପରିଷଦ ପକ୍ଷରୁ, ଜଟଣୀ ରୋଟାରୀ କ୍ଳବ ନିକଟରେ ଶୀତ ରୁ ରକ୍ଷା ପାଇବା ପାଇଁ, ଅସହାୟ ଲୋକମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। ଅନୁଷ୍ଠାନର ସଭାପତି ପ୍ରଶାନ୍ତ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ…

ଜଟଣୀ ପ୍ରଗତି ପରିଷଦ ପକ୍ଷରୁ କମ୍ବଳ ବଣ୍ଟନ

ବ୍ୟୁରୋ: ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ ପ୍ରଗତି ପରିଷଦ ପକ୍ଷରୁ, ଜଟଣୀ ରୋଟାରୀ କ୍ଳବ ନିକଟରେ ଶୀତ ରୁ ରକ୍ଷା ପାଇବା ପାଇଁ, ଅସହାୟ ଲୋକମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। ଅନୁଷ୍ଠାନର ସଭାପତି ପ୍ରଶାନ୍ତ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ…