ଶ୍ରୀ ମୁକ୍ତେଶ୍ୱର ଦେବଙ୍କ ପୀଠରେ କ୍ଷୀରସାଇ ମହାରୁଦ୍ରାଭିଷେକ ମହାଯଜ୍ଞ
ଜଟଣୀ, ୧୯/୧୦ : ଜଟଣୀ ବ୍ଲକ ଅଧିନ ବଡ଼ତୋଟା ଗ୍ରାମର ଶ୍ରୀ ଶ୍ରୀ ମୁକ୍ତେଶ୍ୱର ଦେବଙ୍କ ପୀଠରେ ଶନିବାର କ୍ଷୀରସାଇ ମହାରୁଦ୍ରାଭିଷେକ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ସକାଳ ସମୟରେ ମହାରୁଦ୍ରାଭିଷେକ ପୂଜା ଆରମ୍ଭ ହୋଇଥିଲା। ଏହି ଅବସରରେ ଭଜନ ପରିବେଷଣ କରାଯାଇଥିଲା।…