ଭୁବନେଶ୍ବରରେ ଖୋଲିଲା ତୃପ୍ତି ଟୋୟଟା ନୂଆ ସୋ ରୁମ୍
ଭୁବନେଶ୍ଵର,୩/୪: ଭୁବନେଶ୍ଵରରେ ଖୋଲିଲା ତୃପ୍ତି ଗ୍ରୁପ୍ର ଏକ ନୂତନ ଟୋୟଟା କାର ଡିଲରସିପ୍ “ ତୃପ୍ତି ଟୋୟଟା”।ଏହି ସୋ ରୁମ୍ ଭୁବନେଶ୍ଵର ୟୁନିଟ୍-୬ସ୍ଥିତ (ଏୟାରପୋର୍ଟଛକ ନିକଟରେ) ରହିଥିବା ବେଳେ ୱର୍କ ସପ୍ ଖଣ୍ଡଗିରି ଛକ ସ୍ଥିତ ଡୁମୁଡୁମାଠାରେ ରହିଛି । ଉଦଘାଟନ…
