Category: ଅନ୍ୟାନ୍ୟ

ବିରାଟ ଅଘଟଣରୁ ବର୍ତିଲେ ଗହଣା କାରିଗର

ଜଟଣୀ: ଦୋକାନରେ ବସି ଗହଣା ତିଆରି କରୁଥିବା ସମୟରେ ଲାଗିଗଲା ନିଆଁ। ଅଳ୍ପକେ ବର୍ତିଲେ କାରିଗର। ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି ଜଟଣୀ ଅଞ୍ଚଳରେ। ଜଟଣୀ ଥାନା ଛକରେ ଥିବା ବିଶ୍ୱନାଥ ଜୁଏଲାରୀ ଆଣ୍ଡ ୱାର୍କସପ୍ ର କାରିଗର ଦୋକାନ…

କେଉଁ ଦଳରୁ ନିର୍ବାଚନ ଲଢ଼ିବେ ସୁରଙ୍କ ପୁଅ ମନ୍ମଥ !

ଜଟଣୀ: 2024 ସାଧାରଣ ନିର୍ବାଚନ ପାଇଁ ଏବେଠୁ ଆରମ୍ଭ ହୋଇଗଲାଣି ଅଙ୍କ କସା। କିଏ କେଉଁ ନିର୍ବାଚନ ମଣ୍ଡଳୀରୁ ଲଢ଼ିବ, ଆଉ କେଉଁ ଦଳରୁ ଟିକେଟ ନେବ, ସେଥିପାଇଁ ସବୁଠି ଚାଲିଛି ଭିତିରିଆ ଲବି। ବିଧାୟକ ହେବାକୁ ଆଶା କରିଥିବା ନେତା…

କାର ବାଇକ ମୁହାଁମୁହିଁ ଧକ୍କା, ଜଣେ ମୁତ୍ଯୁ ଦୁଇଜଣ ଗୁରୁତର

ବୋଲଗଡ଼: ଖୋର୍ଦ୍ଧା ଜିଲ୍ଲା ବୋଲଗଡ ତାରିଣୀ ମନ୍ଦିର ନିକଟରେ କାର ବାଇକ ମୁହାଁମୁହିଁ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଭାବେ ଆହାତ ହୋଇଛନ୍ତି। ସୂଚନା ମୁତାବକ କାରଟି ନୟାଗଡ ରୁ ଖୋର୍ଦ୍ଧା ଅଭିମୁଖ ଦ୍ରୁତଗତିରେ…