Day: September 7, 2025

ଭସାଣି ପାଇଁ ଜଟଣୀରେ ସୁରକ୍ଷା କଡାକଡି

ଜଟଣୀ,୭/୯: ଆଉ କିଛି ସମୟ ପରେ ଜଟଣୀରେ ଆରମ୍ଭ ହେବ ପ୍ରଭୁ ଗଜାନନଙ୍କ ମେଲାଣି ଉତ୍ସବ। ଗଣେଶ ଚତୁର୍ଥୀ ଠାରୁ ଆରମ୍ଭ ହୋଇଥିବା ଗଣେଶ ଉତ୍ସବ ଦୀର୍ଘ ୧୧ ଦିନ ପରେ ଆଜି ପୂର୍ଣ୍ଣିମା ତିଥିରେ ଉଦଯାପିତ ହେବାକୁ ଯାଉଛି। ଗଣେଶ…

୭୫ ହଜାର ଟଙ୍କାରେ ନିଲାମ ହେଲା ୬୦ କେଜି ଲଡୁ

ଜଟଣୀ,୬/୯: ଜଟଣୀ ଗଣେଶ ଉତ୍ସବର ୧୧ତମ ଦିବସରେ ସ୍ଥାନୀୟ ଗୋପବନ୍ଧୁ ବଜାର ବ୍ୟବସାୟୀ ସଂଘ ପକ୍ଷରୁ ପ୍ରଭୁ ଗଜାନନଙ୍କ ୬୦କିଲୋ ଓଜନର ପୂଜା ଲଡୁ ନିଲାମ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜଟଣୀର ପୂର୍ବତନ ନଗରପାଳ ସଂଗ୍ରାମ କେଶରୀ ରାଉତରାୟ,…