Day: September 14, 2025

ଦ୍ଵିତୀୟା ଓଷା ଘାଣ୍ଟ

ଦ୍ଵିତୀୟା ଓଷା ବା ଦ୍ବିତୀବାହନ ଓଷା ଓଡିଶାର ଏକ ପାରମ୍ପରିକ ପର୍ବ । ଦ୍ଵିତୀବାହନଙ୍କୁ ପୂଜା କଲେ ଅପୁତ୍ରିକ ନାରୀ ପୁତ୍ରଲାଭ କରେ ବୋଲି ବିଶ୍ୱାସ ରହିଛି । ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ବା ମୂଳାଷ୍ଟମୀ ଦିନ ଦ୍ୱିତୀୟା…