Day: September 22, 2025

ମା’ ଶୈଳପୁତ୍ରୀ

ନବରାତ୍ରୀ ର ପ୍ରଥମ ଦିବସରେ ମା ଶୈଳପୁତ୍ରୀଙ୍କୁ ପୂଜା କରାଯାଇଥାଏ। ମା ଶୈଳପୁତ୍ରୀ -ଦ୍ୱିଭୁଜା ଦେଵୀ ବୃଷଭବାହନରେ ଅଧିଷ୍ଠିତା । ବାମ ହସ୍ତରେ ପ୍ରସ୍ଫୁଟିତ ପଦ୍ମ ଓ ଅନ୍ୟ ହସ୍ତରେ ତ୍ରିଶୁଳ । ଏହି ଦେବୀ ଇଷତ ଲାଲ ବସ୍ତ୍ର ପରିହିତା,…