Day: September 24, 2025

ମା’ ଚନ୍ଦ୍ରଘଣ୍ଟା

ନବରାତ୍ର ର ତୃତୀୟ ଦିବସରେ ମା ଚନ୍ଦ୍ରଘଣ୍ଟା ଙ୍କୁ ପୂଜା କରାଯାଇଥାଏ। ମହିଷାସୁର ବଧ ନିମନ୍ତେ ଯେତେ ବେଳେ ମା ଦୁର୍ଗା ଆବିର୍ଭୁତା ହୋଇଥିଲେ ସମସ୍ତ ଦେବତାମାନେ ମିଶି ତାଙ୍କ ହାତରେ ଆୟୁଧମାନ ପ୍ରଦାନ କରି ଥିଲେ । ଦେବ ରାଜ…