Month: September 2025

ଜଟଣୀ ଅଧିବକ୍ତା ପରିବାର ପକ୍ଷରୁ ଗୁରୁ ଦିବସ ପାଳିତ

ଜଟଣୀ,୬/୯: ଜଟଣୀ ରାମଚନ୍ଦ୍ରପୁରସ୍ଥିତ ବିଷ୍ଣୁ ମନ୍ଦିର ପ୍ରାଙ୍ଗଣରେ ଜଟଣୀ ଅଧିବକ୍ତା ପରିବାର ପକ୍ଷରୁ ଗୁରୁ ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଜଟଣୀର ବରିଷ୍ଠ ଅଧିବକ୍ତା ରବି ନାରାୟଣ ସାମନ୍ତରାୟ, ଅବନୀ କୁମାର ରାଉତରାୟ, ଶୈଳେନ୍ଦ୍ର ପଟ୍ଟନାୟକ , ବୀରେନ୍ଦ୍ର ପଟ୍ଟନାୟକ ,…

ଜଟଣୀ ୟୁଥ୍ ଫେଡେରେସନ୍ ପକ୍ଷରୁ ନବମ ଯୁବ ସମ୍ମାନ ଉତ୍ସବ

ଜଟଣୀ,୫/୯: ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ଜଟଣୀ ୟୁଥ୍ ଫେଡେରେସନ୍’ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ନବମ ଯୁବ ସମ୍ମାନ ଉତ୍ସବ-୨୦୨୫ ସ୍ଥାନୀୟ ରାମଚନ୍ଦ୍ରପୁର ବଜାର ଅନୁଷ୍ଠାନର କାର୍ଯ୍ୟାଳୟରେ ପାଳିତ ହୋଇ ଯାଇଛି। ଉତ୍ସବରେ ଅତିଥି ଭାବେ ବେଗୁନିଆ ବିଧାୟକ ପ୍ରଦୀପ ସାହୁ,…

ଗୁରୁ ଦିବସ ଅବସରରେ ରକ୍ତଦାନ ଶିବିର

ଜଟଣୀ,୫/୯: ପବିତ୍ର ଗୁରୁ ଦିବସ ଅବସରରେ ଦକ୍ଷତା ବିକାଶ ପ୍ରତିଷ୍ଠାନ (SDI) ଭୁବନେଶ୍ୱର ରେଡକ୍ରସ୍ ସୋସାଇଟିର ସହଯୋଗରେ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ SDI ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଞ୍ଜନ ଭୌମିକ ଉଦଘାଟନ କରିଥିଲେ । ଶ୍ରୀଭୌମିକ…

ଡ୍ରେନ୍ ସଫା କଲେ ବିଡ଼ିଓ

ବ୍ୟୁରୋ,୩/୯: ହାତରେ ଡ୍ରେନ୍ ସଫା କରି ଚର୍ଚ୍ଚାରେ ନୂଆପଡା ଜିଲ୍ଲା ସିନାପାଲି ବିଡ଼ିଓ କାର୍ମି ଓରାମ। ଡ୍ରେନ୍ ସଫା କରିବା ସମୟରେ ସାଧାରଣ ଜନତାଙ୍କ ସହ କର୍ମଚାରୀମାନେ ବିନା ସୁରକ୍ଷା ରେ ଖାଲି ହାତରେ ଡ୍ରେନ୍ ମଇଳା ସଫା ନ କରିବାକୁ…

ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଆବେଦନ ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି

ବ୍ୟୁରୋ, ୨/୯: ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ଆବେଦନ ତାରିଖକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ଆବେଦନର ଶେଷ ତାରିଖ ଅଗଷ୍ଟ ୩୦ ତାରିଖ ରହିଥିଲା । ବୈଷୟିକ ସମସ୍ୟା ହେତୁ ସାମ୍ବାଦିକମାନଙ୍କ ଅନୁରୋଧ ରକ୍ଷା କରି ରାଜ୍ୟ ସରକାର…

ଭାଷା ସାହିତ୍ୟ ଓ ସଂସ୍କୃତି ପ୍ରତି ଭଲପାଇବା ରହିଲେ ପତ୍ରିକା ବଞ୍ଚିବ

ବ୍ୟୁରୋ,୧/୯: ମାସିକ ମୂଲ୍ୟବୋଧଭିତ୍ତିକ ପତ୍ରିକା ‘ଆମରିସତ୍ୟ’ର ପଞ୍ଚଦଶ ବାର୍ଷିକ ଉତ୍ସବ ଖୋର୍ଦ୍ଧା ସ୍ୱୟଂଶାସିତ ପ୍ରାଣନାଥ ମହାବିଦ୍ୟାଳୟ ମୈତ୍ରୀଭବନ ପରିସରରେ ଆମରିସତ୍ୟର ସଂପାଦକ ଡ.ପ୍ରସନ୍ନ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାତା ଡ: ପ୍ରମୋଦ ଚନ୍ଦ୍ର ଦାଶ ସ୍ୱାଗତ ଭାଷଣ…