Day: December 18, 2025

ଓଡ଼ିଆ ବାପ୍ଟିଷ୍ଟ ଚର୍ଚ୍ଚ ପକ୍ଷରୁ ୱେଷ୍ଟ ବକ୍ସ ପ୍ରଦାନ

ଜଟଣୀ, ୧୮/୧୨: ଓଡ଼ିଆ ବାପ୍ଟିଷ୍ଟ ଚର୍ଚ୍ଚ (ଖ୍ରୀଷ୍ଟିଆନ ଏଣ୍ଡେଭୋର ) ପକ୍ଷରୁ ଆଜି ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୱେଷ୍ଟ ବକ୍ସ ପ୍ରଦାନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼କ୍ଟର ପ୍ରିତିଶ ସାହୁ, ଡ଼କ୍ଟର ସୁଜାତା, ଜଟଣୀ…