Day: December 27, 2025

ଆଇଆଇଟି ଭୁବନେଶ୍ବରରେ ଚିନ୍ତା, ଧାରଣା ଏବଂ ବାସ୍ତବତା ସମ୍ବନ୍ଧରେ ଆନ୍ତର୍ଜାତୀୟ ଆଲୋଚନାଚକ୍ର

ଜଟଣୀ,୨୭/୧୨: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଭୁବନେଶ୍ବରର ସ୍କୁଲ ଅଫ୍ ହ୍ୟୁମାନିଟିର୍, ସୋସିଆଲ ସାଇନ୍ସେସ୍ ଏବଂ ମ୍ୟାନେଜମେଣ୍ଟ (ଏସଏଚଏସଏସଏମ), ଭକ୍ତିବେଦାନ୍ତ ଇନଷ୍ଟିଚ୍ୟୁଟ୍, ଭୁବନେଶ୍ବରର ଫାଉଣ୍ଡେସନ୍ ଅଫ୍ ସାଇନ୍ସ ଆଣ୍ଡ କନସିଅସ ସେଣ୍ଟରର ସହଯୋଗରେ ଆଜି ଆନ୍ତର୍ଜାତୀୟ ଚିନ୍ତା ଧାରା, ଧାରଣା ଏବଂ…