କାକଟପୁର ମା ମଙ୍ଗଳା ମନ୍ଦିରରେ ଏଲ୍ଇଡି ସ୍କ୍ରିନ୍ ଉଦ୍ଘାଟିତ
ବ୍ୟୁରୋ, ୮/୨ : ବ୍ୟାଙ୍କ ଅଫ୍ ବରୋଦା, ଭୁବନେଶ୍ୱର କ୍ଷେତ୍ର ପକ୍ଷରୁ ପୁରୀସ୍ଥିତ କାକଟପୁର ମା ମଙ୍ଗଳା ମନ୍ଦିରରେ ବ୍ୟାଙ୍କ ପ୍ରାୟୋଜିତ ଏଲ୍ଇଡି ସ୍କ୍ରିନ୍ର ଉଦ୍ଘାଟନ କରାଯାଇଛି। ଏହି ଅବସରରେ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ.…
