Category: ରାଜ୍ୟ ଖବର

ବୁଣାକାରଙ୍କ ସୁବିଧା ଅସୁବିଧା ବୁଝିଲେ ରାଜ୍ୟ ମହିଳା ମୋର୍ଚ୍ଚା ଟିମ୍

ଜଟଣୀ, ୦୮/୦୮: ପ୍ରତି ବର୍ଷ ପରି ଅଗଷ୍ଟ ମାସ ୭ ତାରିଖକୁ ବୁଣାକାର ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଜାତୀୟ ହସ୍ତତନ୍ତ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ରାଜ୍ୟ ମହିଳା ମୋର୍ଚ୍ଚାର ଏକ ଟିମ ରାଜ୍ୟ ଉପସଭାନେତ୍ରୀ…

ବିବାହର ମିଥ୍ୟା ପ୍ରତିଶୃତି ଦେଇ ବନ୍ଧା ହେଲେ ଯୁବକ

ଜଟଣୀ, ୦୬/୦୮: ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରି, ପରେ ବିବାହ ନକରି ଯୁବତୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେବାସହ ତାଙ୍କର ଅଶ୍ଳୀଳ ଫଟୋଗୁଡ଼ିକୁ ଭାଇରାଲ କରିବାକୁ ଧମକ ଦେବା ଘଟଣାର ଜଟଣୀ ପୋଲିସ…

ଦେହରେ ନିଆଁ ଲଗେଇ ଜଳିଗଲେ ଯୁବତୀ

ବ୍ୟୁରୋ, ୦୬/୦୮: ପୁଣି ଜଣେ ଯୁବତୀ କିରୋସିନ ଢାଳି ନିଜ ଦେହରେ ନିଆଁ ଲଗେଇ ଆତ୍ମାହୁତି ଦେବା ଘଟଣା ଏବେ ସାମ୍ନାକୁ ଆସିଛି। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇର ବଡ଼ପଦା ଅଞ୍ଚଳର ଜଣେ ଯୁବତୀ ଆଜି ଘରେ କେହି ନଥିବା ସମୟରେ ନିଜ…

ଦାବୀ ପୂରଣ ନ ହେଲେ ପୁଣି ୧୧ ରୁ ଆନ୍ଦୋଳନ

ବ୍ୟୁରୋ,୦୪/୦୮: ଦାବୀ ପୂରଣ ନହେଲେ ପୁଣି ଆନ୍ଦୋଳନ କୁ ଓଲ୍ହାଇବ ରାଜସ୍ବ ଅମଲା ସଂଘ। ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଖୋର୍ଦ୍ଧା ଜିଲ୍ଲା ରାଜସ୍ବ ଅମଲା ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲ୍ଲା ସ୍ତରରେ କାର୍ଯ୍ୟରତ…

ଜଟଣୀ ୟୁଥ ଫେଡରେସନ ପକ୍ଷରୁ ରକ୍ତଦାନ ଶିବିର

ଜଟଣୀ, ୦୩/୦୮: ପବିତ୍ର ବନ୍ଧୁତା ଦିବସ ଅବସରରେ ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ ୟୁଥ ଫେଡେରେସନ ଓ ମା’ ଖୁଣ୍ଡୁଆଳି ଯୋଗ ସମିତି ପକ୍ଷରୁ ଜଟଣୀ ଅଗ୍ରୱାଲ ଧର୍ମଶାଳା ପରିସରରେ ଏକ ସ୍ଵେଛାକୃତ ରକ୍ତଦାନ ଶିବର ଆୟୋଜନ କରାଯାଇଥିଲା। ଜଟଣୀ…

ପଞ୍ଚାୟତରେ ମିଳିଲା ରାଜସ୍ୱ ସେବା

ଜଟଣୀ, ୨୮/୦୭: ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅଧିନ ଜାମୁକୋଳି ଗ୍ରାମ ପଞ୍ଚାୟତରେ ଆଜି ଶୁଭାରମ୍ଭ ହୋଇଛି “ମୋ ପଞ୍ଚାୟତରେ ମୋ ତହସିଲ ” କାର୍ଯ୍ୟକ୍ରମ। ଜଟଣୀ ତହସିଲଦାର ପ୍ରିତିପର୍ଣ୍ଣା ମିଶ୍ର ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଜାମୁକୋଳି ସରପଞ୍ଚ ଗୀତାଞ୍ଜଳୀ…

ଡିଆରଏମ ଭାବେ ଯୋଗଦେଲେ ଆଲୋକ ତ୍ରିପାଠୀ

ଜଟଣୀ, ୨୮/୦୭: ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ନୂତନ ଡିଆରଏମ ଭାବେ ୧୯୯୮ ବ୍ୟାଚର ଭାରତୀୟ ରେଳବାଇ ଟ୍ରାଫିକ୍ ସେବାର ବରିଷ୍ଠ ଅଧିକାରୀ ଆଲୋକ ତ୍ରିପାଠୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ଡିଆରଏମ ଏଚ୍.ଏସ୍. ବାଜୱାଙ୍କ…

ସମ୍ବାଦ ସାହିତ୍ୟ ଘର ଜଟଣୀ ଶାଖାର ଅଷ୍ଟମ ବାର୍ଷିକ ଉତ୍ସବ

ଜଟଣୀ,୨୭/୦୭: ସମ୍ବାଦ ସାହିତ୍ୟ ଘର ଜଟଣୀ ଶାଖାର ଅଷ୍ଟମ ବାର୍ଷିକ ଉତ୍ସବ ଜଟଣୀ କଲେଜ ରୋଡ୍ ସ୍ଥିତ ୱେଲକମ୍ ଗେଷ୍ଟ ହାଉସରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଜଗଦୀଶ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ୟଙ୍ଗ…

ବେଆଇନ ଟ୍ରେନ୍ ଟିକେଟ ଯାଞ୍ଚ ସନ୍ଦେହରେ ଅଟକ

ଜଟଣୀ,୧୬/୭, ବୁଧବାର ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟେସନର ୧ନମ୍ବର ପ୍ଲାଟଫର୍ମରେ ପୁରୀ -ଗୁଣୁପୁର ଟ୍ରେନ ପହଁଚିବା ପରେ, ୩ଜଣ ବ୍ୟକ୍ତି ସାଧା ପୋଷାକରେ ଯାତ୍ରୀ ମାନଙ୍କୁ ଟ୍ରେନ୍ ଟିକେଟ ମାଗି ଯାଞ୍ଚ କରୁଥିବା ଦେଖି କିଛି ଯାତ୍ରଙ୍କ ସେମାନଙ୍କ ଉପରେ ସନ୍ଦେହ ହେଇଥିଲା।…

ଗୁରୁ ପୂର୍ଣ୍ଣିମା ଓ ନଟରାଜ ପୂଜନ ଉତ୍ସବ ପାଳିତ

ଜଟଣୀ,୧୦/୭: ସଂସ୍କାର ଭାରତୀ ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ ଜଟଣୀ ରୋଟାରୀ କ୍ଳବ ପରିସରରେ ଗୁରୁପୂର୍ଣିମା ଓ ନଟରାଜ ପୂଜନ ଉତ୍ସବ ପାଳିତ ହୋଇଛି। ଉତ୍କଳ ପୂର୍ବପ୍ରାନ୍ତ ଖୋର୍ଦ୍ଧା ଜିଲ୍ଲା ଅଧ୍ଯକ୍ଷ ଡଃ. ଇଂ ଶମ୍ଭୁଦତ ସ୍ବାଇଁଙ୍କ ଅଧ୍ଯକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଗୀତ…