ଜଟଣୀ ମହାବିଦ୍ୟାଳୟର ୪୯ତମ ସାମ୍ବତ୍ସରିକ ଉତ୍ସବ
ବ୍ୟୁରୋ, ୧୩/୦୨: ଆତ୍ମଉତ୍ସର୍ଗ ଓ ତ୍ୟାଗପୁତ ସାଧନା ମାଧ୍ଯମରେ, ଶିକ୍ଷାନୁଷ୍ଠାନ ର ସାରସ୍ବତ ତୀର୍ଥାଟନରେ ରୂପାନ୍ତରିତ ହୋଇପାରିବ। ପ୍ରାକ୍ତନ ରାଜ୍ୟପାଳ ସ୍ୱର୍ଗତ ଚିନ୍ତାମଣି ପାଣିଗ୍ରାହୀ ଓ ତତ୍କାଳୀନ ଖୋର୍ଦ୍ଧାରୋଡ଼ ରେଳବାଇ ମଣ୍ଡଳର ପ୍ରବନ୍ଧକ ସ୍ୱର୍ଗତ ସାତକୋଡ଼ି ହୋତାଙ୍କ ଉଦ୍ୟମରେ ଆଜକୁ ଦୀର୍ଘ…
