Tag: kalingatoday

ଷଷ୍ଠ ବାର୍ଷିକ ରାଷ୍ଟ୍ରୀୟ ସନାତନ ଅଧିବେଶନ ଉଦଯାପିତ

ବ୍ୟୁରୋ, ୧୨/୧୧: ପୁରୀ ପୌରସଦନ କକ୍ଷରେ ବ୍ରହ୍ମ ରାଷ୍ଟ୍ର ଏକମ୍ ବିଶ୍ଵ ମହାସଂଘ ନ୍ୟାସ କାଶୀର ସନାତନୀ ସଂସ୍ଥାର ଷଷ୍ଠ ବାର୍ଷିକ ରାଷ୍ଟ୍ରୀୟ ସନାତନ ଅଧିବେଶନ ଉଦଯାପିତ ହୋଇଯାଇଛି। ସଂସ୍ଥାର ଅଧ୍ଯକ୍ଷ ଶ୍ରୀ ଶ୍ରୀ ୧୦୦୮ ଡ.ସଚ୍ଚିନ୍ଦ୍ରନାଥ ଜୀ ମହାରାଜଙ୍କ ସଭାପତିତ୍ୱରେ…

ଜଟଣୀ ପ୍ରେସକ୍ଲବର ସଭାପତି ହେଲେ ରବିନ୍ଦ୍ରନାଥ ମହାକୁଡ଼, ସମ୍ପାଦକ ସୁରେଶ ମହାରଣା

ଜଟଣୀ,୯/୧୧: ୨୦୨୫-୨୬ ମସିହା ପାଇଁ ଜଟଣୀ ପ୍ରେସ କ୍ଲବର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ଶୁକ୍ରବାର ସନ୍ଧ୍ୟାରେ ଜଟଣୀ ପ୍ରେସ କ୍ଲବ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠାନର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ୨୦୨୫-୨୬ ପାଇଁ ସର୍ବସମ୍ମତି କ୍ରମେ ବରିଷ୍ଠ…

ସାଧନା ଆର୍ଟ୍ ଆଣ୍ଡ କଲଚର୍ ର ବାର ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର, ୯/୧୧: କଳା ଓ ସଂସ୍କୃତି ଭିତିକ ସାମାଜିକ ଅନୁଷ୍ଠାନ ସାଧନା ଆର୍ଟ୍ ଆଣ୍ଡ କଲଚର୍ ର ବାର ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱର ଜୟଦେବ ଭବନ ପରିସରରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି…

ପଟିଆରେ ଖୋଲିଲା ମେଟ୍ରୋର ନୂତନ ସୋ ରୁମ୍

ଭୁବନେଶ୍ବର, ୮/୧୧ : ଭୁବନେଶ୍ଵରସ୍ଥିତ ପଟିଆ ଠାରେ ମେଟ୍ରୋର ୯୦୦ ସ୍କୋୟାର ଫୁଟ ବିଶିଷ୍ଟ ତୃତୀୟ ସୋ ରୁମ୍ ଉଦ୍‌ଘାଟିତ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ଵର ମେୟର ସୁଲୋଚନା ଦାସ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ…

ରାଜ୍ୟ ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଖୋର୍ଦ୍ଧା କୁ ବଡ଼ ସଫଳତା

ବ୍ୟୁରୋ,୪/୧୧: ଅକ୍ଟୋବର ୩୧ ତାରିଖ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି କଟକ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଚାଲିଥିବା ରାଜ୍ୟ ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଖୋର୍ଦ୍ଧା ଜିଲ୍ଲା କୁ ମିଳିଛି ବଡ଼ ସଫଳତା। ଏହି ପ୍ରତିଯୋଗିତାରେ…

ଜଟଣୀରେ ଗୋଷ୍ଟାଷ୍ଟମୀ ଉତ୍ସବ ପାଳିତ

ଜଟଣୀ,୩୧/୧୦: ଜଟଣୀ ରାମଚନ୍ଦ୍ରପୁର ସ୍ଥିତ ଶ୍ରୀଜଗନ୍ନାଥ ପୁରୀ ଗୋଶାଳାରେ ମହାସମାରୋହରେ ଗୋଷ୍ଟାଷ୍ଟମୀ ପାଳନ କରାଯାଇଥିଲା। ସକାଳୁ ମହିଳା ମାନେ ଗୋଶାଳା ରେ ଥିବା ଗୋ ମାତା ମାନଙ୍କୁ ସିନ୍ଦୁର, ଚନ୍ଦନ, ଫୁଲ, ନୂତନ ବସ୍ତ୍ର ଦେଇ ପୂଜା କରିବା ପରେ ୫୬…

ରେଳ ଷ୍ଟେସନ ସଂପ୍ରସାରଣ ଲାଗି ହଟିଲା ଜବରଦଖଲ

ଭୁବନେଶ୍ୱର, ୨୯/୧୦: ମାଷ୍ଟରକ୍ଯାଣ୍ଟିନସ୍ଥିତ ରେଳ ଷ୍ଟେସନ ସଂପ୍ରସାରଣ ଲାଗି ଜବରଦଖଲ ଉଚ୍ଛେଦ କରାଯାଇଛି । ରେଳ ଷ୍ଟେସନର ପୁନଃନବୀକରଣରେ ବାଧା ସୃଷ୍ଟି କରିଥିଲା ବେଆଇନ ଅବରୋଧ । ରେଳ ଷ୍ଟେସନ ରୁ ପିକ୍ଅପ ଓ ଡ୍ରପ ଲାଗି ରାସ୍ତା ଏବଂ ଯାତ୍ରୀଙ୍କ…

ବିଜେଡି ରେ ଯୋଗ ଦେଲେ ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର

ବ୍ୟୁରୋ, ୨୮/୧୦: ନୂଆପଡା ଉପନିର୍ବାଚନ ମାହୋଲ ସରଗରମ ହୋଇଥିବା ବେଳେ ଆଜି ବିଜେପିର ପୂର୍ବତନ ସଭାପତି ତଥା ନୂଆପଡାର ପୂର୍ବତନ ବିଧାୟକ ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା, ସରପଞ୍ଚ ସଙ୍ଘର ସାଧାରଣ ସମ୍ପାଦକ ତଥା ପୂର୍ବତନ ଜିଲ୍ଲା ଉପ ସଭାପତି…

ଜଟଣୀରେ ଅନ୍ନକୁଟ ଉତ୍ସବ ପାଳିତ

ଜଟଣୀ, ୨୩/୧୦: ପ୍ରତିବର୍ଷ ପରି ଚଳିତ ବର୍ଷ ଜଟଣୀ ରାମଚନ୍ଦ୍ରପୁର ସ୍ଥିତ ଗୋପୀନାଥ ମନ୍ଦିର ଏବଂ ହାଟବଜାରର ରଘୁନାଥଜୀ ମନ୍ଦିରରେ ଅନ୍ନକୁଟ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଦୀର୍ଘ ୯୫ ବର୍ଷ ଧରି ଜଟଣୀ ଗୋପୀନାଥ ମନ୍ଦିରରେ ଏହି ଉତ୍ସବ…

ଜଟଣୀ ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିରରେ ପୂର୍ବଛାତ୍ର ସମ୍ମିଳନୀ

ଜଟଣୀ, ୨୦/୧୦: ଜଟଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପୂର୍ବ ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବିଦ୍ୟାଳୟରେ ୧୯୯୫ ମସିହା ଠାରୁ ୨୦୨୫ ଶିକ୍ଷା ବର୍ଷ ଶିକ୍ଷା ଗ୍ରହଣ କରିଥିବା ୩୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ…