Tag: kalingatoday

ଉଦଘାଟିତ ହେଲା ଜଟଣୀ ଗଣେଶ ମହୋତ୍ସବ

ବ୍ୟୁରୋ: ଜଟଣୀ ଶରତ ପାଇକରାୟ ଷ୍ଟାଡିୟମରେ କଳିଙ୍ଗ ଯୁବ ପରିଷଦ ପକ୍ଷରୁ ଆୟୋଜିତ ୮ମ ଜଟଣୀ ଗଣେଶ ମହୋତ୍ସବ ଶନିବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମହୋତ୍ସବକୁ ଉଦଘାଟନ କରିଥିବା ବେଳେ, ଅତିଥିଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ…

ପଞ୍ଚମ ମହଲାରୁ ଡେଇଁ ଆଇଆଇଟି ଛାତ୍ରୀଙ୍କ ଆତ୍ମହତ୍ଯା

ବ୍ୟୁରୋ: ଭୁବନେଶ୍ୱର ଆଇଆଇଟି ଜଟଣୀ କ୍ୟାମ୍ପସରେ ଛାତ୍ରୀଙ୍କ ଆତ୍ମହତ୍ଯା। ମୃତା ଛାତ୍ରୀ ଜଣଙ୍କ ହେଲେ କ୍ରୀତିକା ରାଜ। କ୍ରୀତିକା ବି-ଟେକ ୩ୟ ବର୍ଷ ର ଛାତ୍ରୀ ଥିଲେ । ସେ ପଞ୍ଚମ ମହଲାରୁ ଡେଇଁ ଆତ୍ମହତ୍ଯା କରିଥିବା ସୂଚନା ମିଳିଛି। ତେବେ…

ଜଟଣୀ ବିକାଶ ପରିଷଦର ତୃତୀୟ ବାର୍ଷିକ ବୈଠକ

ବ୍ୟୁରୋ: ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ ବିକାଶ ପରିଷଦର ତୃତୀୟ ବାର୍ଷିକ ବୈଠକ ଜଟଣୀ ମା’ ଖଣ୍ଡୁଆଳଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ବିଜୟ କୁମାର ଛୋଟରାୟଙ୍କ ସଭାପତିତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଜଟଣୀ ଅଞ୍ଚଳରେ…

କଟକ ଦୁର୍ଗାପୂଜା ଭସାଣିରେ ବାଜିବନି ଡିଜେ

ବ୍ୟୁରୋ : ଚଳିତବର୍ଷ କଟକ ଦୁର୍ଗାପୂଜା ଭସାଣିରେ ବାଜିବନି ଡିଜେ। କଟକ ଦୁର୍ଗାପୂଜା କୁ ନେଇ ଆଜି ଶାନ୍ତି କମିଟି ବୈଠକ ବସିଥିଲା। ଏହି ବୈଠକରେ ଭାଷାଣିରେ ଡିଜେ କୁ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ…

ସୁଭଦ୍ରା ଯୋଜନା ନେଇ ଜାରି ହେଲା ଟୋଲ ଫ୍ରି ନଂ

ବ୍ୟୁରୋ: ସୁଭଦ୍ରା ଯୋଜନାର ଆନୁଷ୍ଠାନିକ ମାର୍ଗଦର୍ଶିକା ଜାରି ହେଲା ଟୋଲ ଫ୍ରି ନଂ । ସୁଭଦ୍ରା ଯୋଜନାର ଟୋଲ ଫ୍ରି ନଂ ହେଉଛି ୧୪୬୭୮ । ମହିଳା ଓ ଶିଶୁ ବିଭାଗ ପକ୍ଷରୁ ଏହି ଟୋଲ ଫ୍ରି ନଂ ଜାରି କରାଯାଇଛି…

ଗେଷ୍ଟ ହାଉସ ରୁ ଝୁଲନ୍ତା ମୃତଦେହ ଉଦ୍ଧାର

ବ୍ୟୁରୋ: ଜଟଣୀ ଥାନା ଅଧିନ ସିତାରାମ ଛକ ନିକଟ ଏକ ଗେଷ୍ଟ ହାଉସ ରୁ ଜଣେ ଯୁବକଙ୍କ ମୃତ ଦେହକୁ ଜବତ କରିଛି ଜଟଣୀ ପୋଲିସ । ମୃତ ଯୁବକ ଜଣଙ୍କ ହେଲେ ଭୁବନେଶ୍ୱର ଓ଼ଲ୍ଡ ଟାଉନ ନାଗେଶ୍ୱର ଟାଙ୍ଗୀର ନାରାୟଣ…

ଖୋର୍ଦ୍ଧାରୋଡ଼ ଷ୍ଟେସନରୁ ୨୭ କେଜି ଗଞ୍ଜେଇ ଜବତ

ବ୍ୟୁରୋ: ଜଟଣୀ ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟେସନରୁ ୨୭ କେଜି ୨୭୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ଖୋର୍ଦ୍ଧାରୋଡ ଆର.ପି.ଏଫ. । ଦୁଇ ଗିରଫ ଅଭିଯୁକ୍ତ ହେଲେ ବିହାର ରାଜ୍ୟ ଔରଙ୍ଗାବାଦ ଜିଲ୍ଲା ଦେଓକୁଣ୍ଡ ରାମପୁର…

ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ହତ୍ୟାକାଣ୍ଡ ଘଟଣାରେ ତିନି ଗିରଫ

ବ୍ୟୁରୋ: ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ହତ୍ୟାକାଣ୍ଡ ଘଟଣାରେ ଖୋର୍ଦ୍ଧା ପୋଲିସ ଘଟଣାର ତଦନ୍ତ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ପୋଡ଼ାସାହିର ବିଶ୍ବଜିତ ମହାରଣା , ମୁକେଶ ସେଠୀ ଓ ଜଗତସିଂହପୁର ଜିଲ୍ଲାର ଆକାଶ ପଟ୍ଟନାୟକ। ସୂଚନା ମୁତାବକ…

ମଦନମୋହନ ଦେବଙ୍କ ନୂତନ ପରିଚାଳନା କମିଟି ଗଠନ

ବ୍ୟୁରୋ: ଗଠନ ହେଲା ଜଟଣୀ ପାତ୍ରପଡାସ୍ଥିତ ମଦନ ମୋହନ ଦେବଙ୍କ ନୂତନ ପରିଚାଳନା କମିଟି। ନୂତନ କମିଟିର ସଦସ୍ୟଙ୍କ ପରିଚାଳନାରେ ପ୍ରଭୁ ମଦନମୋହନ ଦେବଙ୍କ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ପରିଚାଳନା କମିଟିର ସଭାପତି ଭାବେ ବାଇଧର ପ୍ରଧାନନଙ୍କୁ ଦାୟିତ୍ୱ…

୮୦ କେଜି ସୁନା ସହ ରୂପା ବୋଝେଇ କଣ୍ଟେନର ଜବତ

ବ୍ୟୁରୋ: ଭୁବନେଶ୍ୱର ରୁ ଜବତ ହେଲା ଆଖ୍ ଖୋସିଦେଲା ଭଳି ସୁନା । ବ୍ୟାଙ୍କରେ ଟଙ୍କା ଲୋଡ଼ ହେଉଥ‌ିବା ଗାଡ଼ିରେ ଚୋରା ସୁନା ଚାଲାଣ ହେଉଥିବା ବେଳେ ଚଢ଼ାଉ କଲା ସିଟି ଜିଏସଟି ବିଭାଗ। ଆଉ ଜବତ କଲା ଦୁଇଟି ଚୋରା…