Day: December 11, 2023

ଉଦଘାଟନ ହେଲା ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର

ବ୍ୟୁରୋ: ଓଡ଼ିଶାର କ୍ରୀଡ଼ାବିତଙ୍କ ପାଇଁ ଆଜି ଖୁସିର ଦିନ। ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, କଳିଙ୍ଗ ଷ୍ଟାଡିୟମରେ ନିର୍ମିତ ହୋଇଥିବା ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ରକୁ ଉଦଘାଟନ କରିଛନ୍ତି। ୫ଟି ଅଧ୍ୟକ୍ଷ ଭିକେ ପଣ୍ଡିଆନ, ବିଭାଗୀୟ ମନ୍ତ୍ରୀ,…

୩୦୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ କମ୍ବଳ ଓ ଅଟା ବଣ୍ଟନ

ବ୍ୟୁରୋ: ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ ବିକାଶ ପରିଷଦ ଓ ଜଟଣୀ ବାଣ ବ୍ୟବସାୟୀ ସଂଘ ପକ୍ଷରୁ, ଜଟଣୀ ପୋୖର ପରିଷଦ ଅଧିନ ୱାର୍ଡ ନମ୍ବର ୫, ରାଜା ବଜାର ଠାରେ ପ୍ରାୟ ୩୦୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ କମ୍ବଳ ଓ…

ମା’ମଙ୍ଗଳା କ୍ରିକେଟ୍ କ୍ଳବ୍ କୁ ହରାଇ ଚମ୍ପିୟାନ ହେଲା ମହାବୀର କ୍ଳବ୍

ବ୍ୟୁରୋ: ମା’ ଗାଁମୁଣ୍ଡିଆ କ୍ରିକେଟ୍ କ୍ଳବ୍ ଅଁଳାଯୋଡ଼ି ଆନୁକୁଲ୍ୟରେ ଆୟୋଜିତ ଗଣେଷ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଗତ ମାସ ୧୭ତାରିଖରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଅବିଭକ୍ତ ପୁରୀ ଜିଲ୍ଲାର ୧୬ଟି ଟିମ୍ ଅଂଶ ଗ୍ରହଣ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟର…

ଏକାଦଶ ସମାବର୍ତ୍ତନ ଉତ୍ସବ ପାଳିଲା ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ

ବ୍ୟୁରୋ: ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାଶଙ୍କ ଅଧ୍ୟକ୍ଷତାରେ ତଥା ସମ୍ମାନୀୟ ଅତିଥି, ମାନ୍ୟବର ବିଚାରପତି ଶ୍ରୀ ସିଟି ରବିକୁମାର, ଭାରତ ସର୍ବୋଚ୍ଚ ନ୍ୟାୟାଳୟ, ଶ୍ରୀ ପୁଷ୍ପ କୁମାର…