Advertisement

ବ୍ୟୁରୋ: ଓଡ଼ିଶାର କ୍ରୀଡ଼ାବିତଙ୍କ ପାଇଁ ଆଜି ଖୁସିର ଦିନ। ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, କଳିଙ୍ଗ ଷ୍ଟାଡିୟମରେ ନିର୍ମିତ ହୋଇଥିବା ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ରକୁ ଉଦଘାଟନ କରିଛନ୍ତି।

୫ଟି ଅଧ୍ୟକ୍ଷ ଭିକେ ପଣ୍ଡିଆନ, ବିଭାଗୀୟ ମନ୍ତ୍ରୀ, ବିଭାଗୀୟ ସଚିବ ଉତ୍ସବରେ ଉପସ୍ଥିତ ରହିଥିଲେ। ଏହି କ୍ରୀଡା ବିଜ୍ଞାନ କେନ୍ଦ୍ରରେ ମାଇଣ୍ଡ୍ ଲ୍ୟାବ୍, ଗେଟ୍ ଲ୍ୟାବ୍, ଫଙ୍କସନାଲ୍ ଲ୍ୟାବ୍‌, ଫିଜିଓଥେରାପି ଲ୍ୟାବ୍ ସମେତ ବହୁ ବିଶେଷ ବୈଶିଷ୍ଟ୍ୟଯୁକ୍ତ ଲ୍ୟାବ୍ ରହିଛି, ଯାହା କ୍ରୀଡ଼ାବିତ ମାନଙ୍କୁ ଖେଳିବାରେ ସହଯୋଗ କରିବ।

Advertisement

Leave a Reply

Your email address will not be published. Required fields are marked *