Tag: odisha

ବି.ଜେ.ବି. ଉଚ୍ଚ ବିଦ୍ୟାଳୟ ରେ ଅଗ୍ନିଶମ ସପ୍ତାହ ପାଳିତ

ଖୋର୍ଦ୍ଧା,୧୭/୪: ବି.ଜେ.ବି. ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ଅଗ୍ନିଶମ ସପ୍ତାହ ପାଳିତ ହୋଇଯାଇଛି । ବିଦ୍ୟାଳୟ ର ପ୍ରଧାନଶିକ୍ଷକ ବିଭୁ ପ୍ରସାଦ ସେନାପତି ଅଗ୍ନି ସେବା ସପ୍ତାହ ପାଳନ ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଅଗ୍ନିଶମ ବାହିନୀର ଅଧିକାରୀ…

ଭୁବନେଶ୍ବରରେ ଖୋଲିଲା ତୃପ୍ତି ଟୋୟଟା ନୂଆ ସୋ ରୁମ୍

ଭୁବନେଶ୍ଵର,୩/୪: ଭୁବନେଶ୍ଵରରେ ଖୋଲିଲା ତୃପ୍ତି ଗ୍ରୁପ୍‌ର ଏକ ନୂତନ ଟୋୟଟା କାର ଡିଲରସିପ୍ “ ତୃପ୍ତି ଟୋୟଟା”।ଏହି ସୋ ରୁମ୍ ଭୁବନେଶ୍ଵର ୟୁନିଟ୍-୬ସ୍ଥିତ (ଏୟାରପୋର୍ଟଛକ ନିକଟରେ) ରହିଥ‌ିବା ବେଳେ ୱର୍କ ସପ୍ ଖଣ୍ଡଗିରି ଛକ ସ୍ଥିତ ଡୁମୁଡୁମାଠାରେ ରହିଛି । ଉଦଘାଟନ…

ଗାୟତ୍ରୀ ପବ୍ଲିକ ସ୍କୁଲ ଉଦଘାଟିତ

ଖୋର୍ଦ୍ଧା, ୨/୪: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଉଦଘାଟିତ ହେଲା ଇଂରାଜୀ ମାଧ୍ୟମିକ ଗାୟତ୍ରୀ ପବ୍ଲିକ ସ୍କୁଲ । ଉଦଘାଟନ ଉତ୍ସବରେ ଟାଙ୍ଗୀ ଥାନା ନିରୀକ୍ଷକ ରବୀନ୍ଦ୍ର କୁମାର ଭୁଜବଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଶିକ୍ଷାବିତ୍ ତଥା…

୫୧ ଶକ୍ତି ପୀଠ ରେ ମା’ଙ୍କ ପୂଜାର୍ଚ୍ଚନା

ବ୍ୟୁରୋ, ୨/୪: ବିଶ୍ୱର ବିଭିନ୍ନ ସ୍ଥାନରେ ରହିଛି ମାଆ ଙ୍କର ୫୧ ଟି ଶକ୍ତି ପୀଠ। ମାଆ ସତୀଙ୍କ ଶରୀରର ଖଣ୍ଡ ଉକ୍ତ ସ୍ଥାନରେ ପଡ଼ିଥିବା ଶୁଣିବାକୁ ମିଳେ। ଉକ୍ତ ସ୍ଥାନ ଗୁଡିକ ମାଆ ଙ୍କର ଶକ୍ତି ପୀଠ ଭାବେ ପରିଚିତ।…

ଭୁବନେଶ୍ୱରରେ ‘ଭିଏଫଏସ ଗ୍ଲୋବାଲ’ ଭିସା ଆବେଦନ କେନ୍ଦ୍ର

ବ୍ୟୁରୋ, ୧/୪: ଓଡ଼ିଶାବାସୀଙ୍କ ପାଇଁ ଆସିଲା ଖୁସୀ ଖବର। ବିଦେଶ ଯାତ୍ରା ପାଇଁ ଆଉ ଭିସା ଆବେଦନ କରିବାକୁ ଯିବାକୁ ପଡିବିନି ଦିଲ୍ଲୀ କିମ୍ବା କୋଲକାତା ଭଳି ବାହାର ସହରକୁ। ଆଜି ଓଡିଶା ଦିବସରେ ଭୁବନେଶ୍ୱରସ୍ଥିତ ବାବାସାହେବ ଭୀମରାଓ ଆମ୍ବେଦକର ବସ୍…

ଇନ୍ଦ୍ରଧନୁ ଥିଏଟର ପକ୍ଷରୁ ବିଶ୍ଵ ନାଟ୍ୟ ଦିବସ ପାଳିତ

ଜଟଣୀ, ୨୭/୩: ଇନ୍ଦ୍ରଧନୁ ଥିଏଟର ପକ୍ଷରୁ ଆଜି ବିଶ୍ଵ ନାଟ୍ୟ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନ ର କଳାକାର ମାନଙ୍କୁ ନେଇ ଏକ ସାଂସ୍କୃତିକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ୲ ଇନ୍ଦ୍ରଧନୁ ଥିଏଟର ପ୍ରାଙ୍ଗଣରେରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ପୁଷ୍ପମାଲ୍ୟ ଅର୍ପଣ…

 ମା’ ଜାଗୁଳାଇଙ୍କ ପୀଠରେ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ପୂଜା ଆରମ୍ଭ। ଶୈଳପୁତ୍ରୀ ବେଶରେ ମା’ ଜାଗୁଳେଇ

ଜଟଣୀ, ୧୯/୩: ଜଟଣୀ ପୌରାଞ୍ଚଳ ଅଧିନ କୁଦିଆରି ମା’ ଜାଗୁଳାଇଙ୍କ ପୀଠରେ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଆଜି ଠାରୁ ଆରମ୍ଭ ହୋଇଛି । ଆଜି ସକାଳୁ ବ୍ରତଧାରୀ ମହିଳା ଓ ପୁରୁଷ ମାନେ ନୂତନ ଵସ୍ତ୍ର ପରିଧାନ କରି…

ସାମ୍ୱାଦିକ ସଂଘର ବିରୋଧ ପରେ, ପୂର୍ବ ନିଷ୍ପତିକୁ ପ୍ରତ୍ୟାହାର କଲା ଜିଲ୍ଲା ପ୍ରଶାସନ

ଖୋର୍ଦ୍ଧା, ୧୮/୩: ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଙ୍ଘ (ଓ.ୟୁ.ଡବ୍ଲୁ.ଜେ) ଖୋର୍ଦ୍ଧା ଜିଲ୍ଲା ଶାଖା ସଭାପତି ପ୍ରକାଶ କୁମାର ହାତୀଙ୍କ କାର୍ଯ୍ୟଶୈଳୀ ଓ ସ୍ୱଚ୍ଛତା ଉପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଉଠାଇଥିବା ପ୍ରଶ୍ନକୁ ସଂଘ ତରଫରୁ ତୀବ୍ର ବିରୋଧ କରି ବୁଧବାର ଏକ…

ପରିବେଶ ସୁରକ୍ଷା ପାଇଁ ଏକାଠି ହେଲେ ସାମ୍ବାଦିକ

ଜଟଣୀ,୧୬/୩: ପରିବେଶ ସୁରକ୍ଷା ସହିତ ସୁସ୍ଥ ପରିବେଶ ସୃଷ୍ଟି କରିବା ଖାଲି ସରକାରଙ୍କ କାମ ନୁହଁ ଏହା ସମସ୍ତିଙ୍କର ଦାୟିତ୍ୱ। କିପରି ସମସ୍ତ ନାଗରିକ ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିବେ , ନିଜ ନିଜ ଗ୍ରାମରେ ଥିବା ଖାଲି ସ୍ଥାନରେ…

୨ ମାସ ଧରି ପୁରୀକୁ ଯିବନି କୌଣସି ଟ୍ରେନ୍‌

ବ୍ୟୁରୋ, ୭/୩: ୨ ମାସ ଧରି ପୁରୀକୁ ଯିବନି କୌଣସି ଟ୍ରେନ୍‌। ଯାତ୍ରୀ ସୁବିଧା ଏବଂ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ପୂର୍ବ ତଟ ରେଳପଥ ପୁରୀ ରେଳ ଷ୍ଟେସନରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉନ୍ନତିକରଣ…