Day: May 22, 2024

ଜଟଣୀ ନିର୍ବାଚନମଣ୍ଡଳୀରେ ୨୫୪ ମତଦାନ କେନ୍ଦ୍ର ପ୍ରସ୍ତୁତ

ବ୍ୟୁରୋ: ଗତ ୨୫ ତାରିଖରେ ରାଜ୍ୟରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେହିପରି ଜଟଣୀ ନିର୍ବାଚନମଣ୍ଡଳୀରେ ମଧ୍ୟ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଜଟଣୀ ନିର୍ବାଚନ…

୨୬ ତାରିଖରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ

ବ୍ୟୁରୋ: ଚଳିତ ମାସ ୨୬ ତାରିଖରେ ପ୍ରକାଶ ପାଇବ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକର ରେଜଲ୍ଟ । ୨୬ ତାରିଖ ଅପରାହ୍ନରେ ପରୀକ୍ଷା ଫଳ ୱେବସାଇଟ ରେ ପ୍ରକାଶ ପାଇବ ବୋଲି ସିଏଚଏସଇ ପକ୍ଷରୁ ସୂଚନା ମିଳିଛି…

ମାରାଥନ ପ୍ରଚାର କରୁଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ସନ୍ତୋଷ ଜେନା

ବ୍ୟୁରୋ: ଜଟଣୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ନିର୍ବାଚନ ପ୍ରଚାର କରିଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ସନ୍ତୋଷ ଜେନା। ସକାଳେ ସମର୍ଥକଙ୍କୁ ଧରି ବିରାଟ ଶୋଭାଯାତ୍ରା କରି ଜଟଣୀ ପୌରାଞ୍ଚଳର ବିଭିନ୍ନ ୱାଡ଼ ବୁଲିଥିଲେ ସନ୍ତୋଷ। ଅପରାହ୍ନରେ ଖୋର୍ଦ୍ଧା ବ୍ଲକ କେରଙ୍ଗ…