ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଅନ୍ତରୀଣ ଜାମିନ
ବ୍ୟୁରୋ: ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଅନ୍ତରୀଣ ଜାମିନ । ୯ ତାରିଖରୁ ୩ ଦିନ ପାଇଁ ମିଳିଛି ଜାମିନ । ଜିଲ୍ଲା ପ୍ରଥମ ଅତିରିକ୍ତ ଦୌରାଜଜଙ୍କ ଶୁଣାଣି ପରେ, ପ୍ରଶାନ୍ତ ଜଗଦେଵଙ୍କୁ ମିଳିଛି ଅନ୍ତରୀଣ ଜାମିନ । ବୋଲଗଡ…