Day: July 21, 2024

ରଙ୍ଗନାଥ ହେଲେ ଜଟଣୀ ପ୍ରେସ୍ କ୍ଲବ୍‌ର ନୂତନ ସଭାପତି

ବ୍ୟୁରୋ: ବରିଷ୍ଠ ସାମ୍ବାଦିକ ରଙ୍ଗନାଥ ବେହେରା ଜଟଣୀ ପ୍ରେସ କ୍ଲବ୍‌ର ନୂତନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ନିୟମ ଅନୁଯାୟୀ ପ୍ରତି ଦୁଇ ବର୍ଷରେ ଜଟଣୀ ପ୍ରେସ କ୍ଳବର ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ଗତକାଲି କ୍ଳବର ନିର୍ବାଚନରେ ଆଗାମୀ ଦୁଇ ବର୍ଷ…

ନିଶା ଠାରୁ ଦୂରେଇ ମୁଖ୍ୟ ସ୍ରୋତକୁ ଫେରିଲେ ଶିଶୁ

ବ୍ୟୁରୋ: ଜଟଣୀ ସୋସାଇଟି ଫର୍ ଚିଲ୍ଡରେନ୍ ସୋଚ୍ ଅନୁଷ୍ଠାନ ପକ୍ଷରୁ, ପିଲାମାନେ ନିଶା ଠାରୁ କିପରି ଦୂରେଇ ରହି ସମାଜର ମୁଖ୍ୟ ସ୍ରୋତ ଫେରିବେ, ସେ ନେଇ ଆୟୋଜିତ ଆଚରଣ ସଂଶୋଧନ ଶିବିରର ଉଦଯାପନ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି l…

ଉତ୍କଳମଣୀ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷ ରୋପଣ

ବ୍ୟୁରୋ : ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ପକ୍ଷରୁ ଜଟଣୀ ଉତ୍କଳମଣୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ପରିସରରେ ଶନିବାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ନୋଟରୀ ପବ୍ଲିକ ଅବନୀ କୁମାର ରାଉତରାୟଙ୍କ ନେତୃତ୍ୱରେ ବିଦ୍ୟାଳୟ ପରିସରରେ ବହୁ ଔଷଧୀୟ…

ସମ୍ଭାବନା ପରିବାର ପକ୍ଷରୁ ବୃକ୍ଷ ରୋପଣ

ବ୍ୟୁରୋ : ପରିବେଶ ସନ୍ତୁଳନ ରକ୍ଷା କରିବା ତଥା ସୁସ୍ଥ ପରିବେଶ ସୃଷ୍ଟି ନିମନ୍ତେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ଜଟଣୀ କୁଦିଆରି ପମ୍ପୁ ପୋଖରୀ ନିକଟ ଶ୍ମଶାନ ଏବଂ କୁଦିଆରି ଗ୍ରାମ୍ୟ ଶ୍ମଶାନ ପରିସରରେ ଲିମ୍ବ, ଅଁଳା, କରଞ୍ଜ,…