Day: April 3, 2025

ଉତ୍କଳମଣି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ

ଜଟଣୀ,୩/୪: ଜଟଣୀ ରାମଚନ୍ଦ୍ରପୁର ବଜାରସ୍ଥିତ ଉତ୍କଳମଣି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ପୁର୍ବାହ୍ନରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଉତ୍ସବ ସହି ଶିଶୁବାଟିକାର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରତିଷ୍ଠାତା ସଂପାଦକ ତଥା ବରିଷ୍ଠ ନୋଟରୀ ଅବନୀ କୁମାର…

ଲବଣଗିରି ମହିମା ଧର୍ମାଶ୍ରମରେ ୩୯ତମ ବାର୍ଷିକ ମହୋତ୍ସବ

ଜଟଣୀ,୩/୪: ଜଟଣୀ ବ୍ଲକ ଅଧିନ ଜାମୁକୋଳି ଲବଣଗିରି ମହିମା ଆଶ୍ରମରେ ୩୯ତମ ବାର୍ଷିକ ମହୋତ୍ସବ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଗତ କାଲି ବୁଧବାର ବ୍ରାହ୍ମ ମୁହୂର୍ତ୍ତରେ ଅଖଣ୍ଡ ଜ୍ୟୋତି ଅର୍ପଣ ସହିତ ବ୍ରହ୍ମ ଧୁନିରେ ଘୃତାହୁତି ପ୍ରଦାନ କରାଯାଇଥିଲା।…