Month: January 2026

ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ୭୭ତମ ଗଣତନ୍ତ୍ର ଦିବସ ପାଳିତ

ବ୍ୟୁରୋ,୨୬/୧: ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ୭୭ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମଣ୍ଡଳ ରେଳ ପ୍ରବନ୍ଧକ ଆଲୋକ ତ୍ରିପାଠୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଶ୍ରୀ ତ୍ରିପାଠୀ ନିଜ ବକ୍ତବ୍ୟରେ କହିଥିଲେ ଆମକୁ ସମ୍ବିଧାନରେ ଲିଖିତ…

ପଦ୍ମ ଧରିଲେ ଉମା ପଟ୍ଟନାୟକ

ଜଟଣୀ, ୧୦/୧: ଜଟଣୀର ଜଣାଶୁଣା ସମାଜସେବୀ ଉମା ପଟ୍ଟନାୟକ ଆଜି ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ୱରଞ୍ଜନ ବଡ଼ଜେନାଙ୍କ ସହ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଭେଟି ବିଜେପି ଦଳରେ ସାମିଲ ହୋଇଛନ୍ତି। ଆଗାମୀ ଦିନରେ ନିଜ ଟିମ୍ ସହ ରାଜ୍ୟ…

ପାଣିଦୁଆର ଓ ଜରିପଡା ଟିମ୍ ଚମ୍ପିୟାନ

ଟାଙ୍ଗୀ,୯/୧: ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ଉଦଘାଟନ ପରେ ଚିଲିକାରେ ହୋଇଥିବା ବୋଟ ରେସ୍ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ପର୍ଯ୍ୟଟନ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ-ବଡ଼କୁଳ ପାନ୍ଥନିବାସ ଚିଲିକା କୂଳରେ ଅନୁଷ୍ଠିତ ହୋଇଥିଲା…

ସ୍ବାମୀ ଦେବାନନ୍ଦଜୀଙ୍କ ୨୬ ତମ ପୁଣ୍ୟ ତିଥି ଆରାଧନା ଦିବସ ପାଳିତ

ଜଟଣୀ, ୦୮/୦୧: ଆଧ୍ୟାତ୍ମିକ ପରିବେଶ ରେ ଜଟଣୀ ଦିବ୍ୟ ଜୀବନ ସଂଘ କାର୍ଯ୍ୟାଳୟ ପରିସରରେ ସ୍ବାମୀ ଦେବାନନ୍ଦଜୀଙ୍କ ୨୬ ତମ ପୁଣ୍ୟ ତିଥି ଆରାଧନା ଦିବସ ପାଳିତ ହୋଇଯାଇଛି। ସକାଳୁ ଗୁରୁ ପାଦୁକା ପୂଜା, ପ୍ରବଚନ, ଭଜନ, କୀର୍ତ୍ତନ, ସତସଙ୍ଗ କାର୍ଯ୍ୟ…

ଆମେ କେବେ ନିଜକୁ ଦୁର୍ବଳ ଭାବିବା ନାହିଁ

ଜଟଣୀ,୦୬/୦୧ : ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ୪୦ତମ ବର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇ କହିଥିଲେ…

ଲାଞ୍ଚ ନେଇ ବନ୍ଧା ହେଲେ IIC ବିଜୟ କୁମାର ବାରିକ

ବ୍ୟୁରୋ, ୦୪/୦୧: କଟକ CRRI ଥାନା ଇନ୍ସପେକ୍ଟର ବିଜୟ କୁମାର ବାରିକ ଜଣେ ଲାଇସେନ୍ସପ୍ରାପ୍ତ ମଦ ବିକ୍ରେତାଙ୍କ ଠାରୁ ବ୍ୟବସାୟକୁ ସୁଗମ କରିବା ପାଇଁ ୪୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡି ବସିଲା ଭିଜିଲାନ୍ସ ଟିମ୍। ତଦନ୍ତ ଓ ତଲାସୀ…

ସୋଚ୍ ର ତ୍ରୟୋଦଶ ବାର୍ଷିକ ଉତ୍ସବ

ଜଟଣୀ, ୧/୧: ଖୋର୍ଦ୍ଧା ଜିଲ୍ଲା ଜଟଣୀ ସ୍ଥିତ ସୋସାଇଟ ଫର୍ ଚିଲ୍ଡରେନ ସୋଚ୍ ଅନୁଷ୍ଠାନର ତ୍ରୟୋଦଶ ବାର୍ଷିକ ମହୋତ୍ସବ ବୁଧବାର ରେ ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠାନ ର ମୁଖ୍ୟ ମନୋଜ କୁମାର ସ୍ବାଇଁଙ୍କ ସଭାପତିତ୍ୱ ରେ ଉତ୍ସବ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ…