ଜଟଣୀ, ୧୮/୧୨: ଓଡ଼ିଆ ବାପ୍ଟିଷ୍ଟ ଚର୍ଚ୍ଚ  (ଖ୍ରୀଷ୍ଟିଆନ ଏଣ୍ଡେଭୋର ) ପକ୍ଷରୁ ଆଜି ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୱେଷ୍ଟ ବକ୍ସ ପ୍ରଦାନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼କ୍ଟର ପ୍ରିତିଶ ସାହୁ, ଡ଼କ୍ଟର ସୁଜାତା, ଜଟଣୀ ଓଡ଼ିଆ ବାପ୍ଟିଷ୍ଟ ଚର୍ଚ୍ଚ ର ସମ୍ପାଦକ ହିମାଂଶୁ  କୁମାର ଦାସ, ସଭାପତି ଡ଼କ୍ଟର ଅର୍ଣ୍ଣବ ଜାନା, ଡାନିଏଲ ଦାସ, ଆଶିଷ ଗାଏନ, ଅଟୋଂନିଓ କର, ନିଉଟନ କର ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *