Category: ରାଜ୍ୟ ଖବର

ଜଟଣୀ ମହାବିଦ୍ୟାଳୟରେ ବିଶ୍ବ ଏଡ଼ସ୍ ଦିବସ ପାଳିତ

ଜଟଣୀ, ୦୧/୧୨ : ଜଟଣୀ ମହାବିଦ୍ୟାଳୟରେ ବିଶ୍ୱ ଏଡ଼ସ୍‌ ଦିବସ ଉପଲକ୍ଷେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀମାନଙ୍କୁ ଏଡ଼ସ୍‌ ଭୟାବହତା ସମ୍ପର୍କରେ ଅବଗତ କରାଇବା ପାଇଁ ଏକ ଆଲୋଚନା ଚକ୍ର ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅଧକ୍ଷ ଡ.…

ଶ୍ରୀ ଜଗନ୍ନାଥ ମନ୍ଦିରର ୫ମ ବାର୍ଷିକ ଉତ୍ସବ

ଜଟଣୀ, ୦୧/୧୨: ଜଟଣୀ ଚିନ୍ମୟ ମିଶନ ଶାଖା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ୫ମ ବାର୍ଷିକ ଉତ୍ସବ ସ୍ବାମୀ ଈଶାନନ୍ଦ ସରସ୍ଵତୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଭବାନିପାଟଣା ଚିନ୍ମୟ ମିଶନର ସ୍ବାମୀ ଚନ୍ଦ୍ରଶେଖର ସରସ୍ୱତୀଙ୍କ ଦ୍ୱାରା ଶ୍ରୀ ମଦ୍ ଭଗବତ୍ ଗୀତା…

ଜଟଣୀ ରେ ଦୁର୍ଗା ମାତା ଏବଂ ଶିବ ପରିବାର ମନ୍ଦିର ପ୍ରତିଷ୍ଠା

ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଶ୍ରୀ ଗୋପୀନାଥ ମନ୍ଦିର ପରିସରରେ ନବନିର୍ମିତ ଦୁର୍ଗା ମନ୍ଦିର ଏବଂ ଶିବ ପରିବାର ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶହ ଶହ ଭକ୍ତ ମାତା ରାଣୀ ଏବଂ ଶିବ ପରିବାରର ଦର୍ଶନ କରି ମାଆ…

ଖୋର୍ଦ୍ଧାରୋଡ଼ ଷ୍ଟେସନରୁ ଦୁଇ ମହିଳା ଗଞ୍ଜେଇ ବେପାରୀ ଗିରଫ

ଜଟଣୀ, ୧୮/୧୧: ଜଟଣୀ ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟେସନରୁ ଦୁଇ ଜଣ ମହିଳା ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି ଖୋର୍ଦ୍ଧାରୋଡ୍ ଜିଆରପି। ଦୁଇ ମହିଳା ଗଞ୍ଜେଇ ବେପାରୀ ହେଲେ ଉତ୍ତରପ୍ରଦେଶ ଲକ୍ଷ୍ନୋ ଜିଲ୍ଲା ତଲକୋଟରା ଥାନା ଅଞ୍ଚଳର ସୁମନ (୩୧) ଓ…

ଡିସେମ୍ବର ୭ ରୁ ୧୩ ଜଟଣୀ ପୁସ୍ତକ ମେଳା

ଜଟଣୀ,୧୭/୧୧: ଡିସେମ୍ବର ୭ ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ୨୩ତମ ଜଟଣୀ ପୁସ୍ତକ ମେଳା। ସେଥିପାଇଁ ରବିବାର ସନ୍ଧ୍ୟାରେ କାର୍ଯ୍ୟକାରୀ ସଭାପତି ଶ୍ରୀ ଜବାହର ଲାଲ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଉତ୍ତରାୟଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଦ୍ଵିତୀୟ ପ୍ରସ୍ତୁତି ବୈଠକ…

ଟାଙ୍ଗୀ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ସାମ୍ବାଦିକତା ଦିବସ ପାଳିତ

ଖୋର୍ଦ୍ଧା, ୧୬/୧୧: ଟାଙ୍ଗୀ ସାମ୍ବାଦିକ ସଂଘ ପକ୍ଷରୁ ଆଜି ଜାତୀୟ ସାମ୍ବାଦିକତା ଦିବସ ପାଳିତ ହୋଇଯାଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ “ଟାଙ୍ଗୀ ସାମ୍ବାଦିକ ସଂଘ” ପକ୍ଷରୁ ଜାତୀୟ ସାମ୍ବାଦିକତା ଦିବସ ଟାଙ୍ଗୀ ପୂର୍ତ୍ତ ବିଭାଗ ଡ଼ାକ ବଙ୍ଗଳା ପରିସରରେ ପାଳିତ…

ଷଷ୍ଠ ବାର୍ଷିକ ରାଷ୍ଟ୍ରୀୟ ସନାତନ ଅଧିବେଶନ ଉଦଯାପିତ

ବ୍ୟୁରୋ, ୧୨/୧୧: ପୁରୀ ପୌରସଦନ କକ୍ଷରେ ବ୍ରହ୍ମ ରାଷ୍ଟ୍ର ଏକମ୍ ବିଶ୍ଵ ମହାସଂଘ ନ୍ୟାସ କାଶୀର ସନାତନୀ ସଂସ୍ଥାର ଷଷ୍ଠ ବାର୍ଷିକ ରାଷ୍ଟ୍ରୀୟ ସନାତନ ଅଧିବେଶନ ଉଦଯାପିତ ହୋଇଯାଇଛି। ସଂସ୍ଥାର ଅଧ୍ଯକ୍ଷ ଶ୍ରୀ ଶ୍ରୀ ୧୦୦୮ ଡ.ସଚ୍ଚିନ୍ଦ୍ରନାଥ ଜୀ ମହାରାଜଙ୍କ ସଭାପତିତ୍ୱରେ…

ଜଟଣୀ ପ୍ରେସକ୍ଲବର ସଭାପତି ହେଲେ ରବିନ୍ଦ୍ରନାଥ ମହାକୁଡ଼, ସମ୍ପାଦକ ସୁରେଶ ମହାରଣା

ଜଟଣୀ,୯/୧୧: ୨୦୨୫-୨୬ ମସିହା ପାଇଁ ଜଟଣୀ ପ୍ରେସ କ୍ଲବର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ଶୁକ୍ରବାର ସନ୍ଧ୍ୟାରେ ଜଟଣୀ ପ୍ରେସ କ୍ଲବ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠାନର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ୨୦୨୫-୨୬ ପାଇଁ ସର୍ବସମ୍ମତି କ୍ରମେ ବରିଷ୍ଠ…

ସାଧନା ଆର୍ଟ୍ ଆଣ୍ଡ କଲଚର୍ ର ବାର ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର, ୯/୧୧: କଳା ଓ ସଂସ୍କୃତି ଭିତିକ ସାମାଜିକ ଅନୁଷ୍ଠାନ ସାଧନା ଆର୍ଟ୍ ଆଣ୍ଡ କଲଚର୍ ର ବାର ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱର ଜୟଦେବ ଭବନ ପରିସରରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି…

ପଟିଆରେ ଖୋଲିଲା ମେଟ୍ରୋର ନୂତନ ସୋ ରୁମ୍

ଭୁବନେଶ୍ବର, ୮/୧୧ : ଭୁବନେଶ୍ଵରସ୍ଥିତ ପଟିଆ ଠାରେ ମେଟ୍ରୋର ୯୦୦ ସ୍କୋୟାର ଫୁଟ ବିଶିଷ୍ଟ ତୃତୀୟ ସୋ ରୁମ୍ ଉଦ୍‌ଘାଟିତ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ଵର ମେୟର ସୁଲୋଚନା ଦାସ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ…