Category: ରାଜ୍ୟ ଖବର

କାଲି ଜମିବ କୁଦିଆରୀ ଦଶଦୋଳ ମେଲଣ

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୌର ପରିଷଦ ଅଧିନ କୁଦିଆରୀ ଗ୍ରାମର ପ୍ରଭୁ ଶ୍ରୀ ପତିତପାବନ ଦେବ ଓ ଶ୍ରୀ ଚନ୍ଦ୍ରଶେଖର ଦେବଙ୍କ ୪୨ତମ ଦଶଦୋଳ ମେଲଣ, ଏପ୍ରିଲ ୪ ତାରିଖରୁ ଆରମ୍ଭ ହୋଇ ୭ତାରିଖରେ ସରିବ। ଆସନ୍ତା କାଲି ଜମାଣ…

ନାଇଜରରେ ଉତ୍କଳ ଦିବସ ପାଳିତ

ବ୍ୟୁରୋ: ଜଟଣୀ ସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର) ପରିସରରେ ଉତ୍କଳ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ ନାଇଜରର ନିର୍ଦ୍ଦେଶକ ପ୍ରଫେସର ହିରେନ୍ଦ୍ର ନାଥ ଘୋଷ । ମୁଖ୍ୟ…

ଜଟଣୀ ରୁ ଜବତ ହେଲା ବେଆଇନ ବିସ୍ପୋରକ ସାମଗ୍ରୀ

ବ୍ୟୁରୋ: ଜଟଣୀ ସହରରୁ ବିପୁଳ ପରିମାଣର ବେଆଇନ ବିସ୍ପୋରକ ସାମଗ୍ରୀ ଜବତ କରିଛି ଜଟଣୀ ପୋଲିସ। ଏହା ସହ ବିସ୍ପୋରକ ବିକ୍ରେତାଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଜଟଣୀ ବଡନୂଆଗାଁ ର ଉମାକାନ୍ତ ଶତପଥି…

ଆରମ୍ଭ ହେଲା ଦୁଇ ଦିନିଆ ବଜରଙ୍ଗୀ ସର୍କଲ ଲିଗ।

ବ୍ୟୁରୋ: ଜଟଣୀ ବ୍ଲକ ଅଧିନ ମୁଣ୍ଡଳ ମହାବୀର କ୍ରିକେଟ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି ୨ ଦିନିଆ ସର୍କଲ ଲିଗ । ମୁଣ୍ଡଳ ଗ୍ରାମର କ୍ରିକେଟ ଖେଳାଳୀ ମାନଙ୍କୁ ନେଇ ସର୍କଲ ଲିଗ ପାଇଁ, ୬ ଟି ଦଳ ପ୍ରସ୍ତୁତ କରାଯାଉଛି। ଏହି…

ସମର୍ଥକଙ୍କୁ ଧରି ଘର ବାହୁଡିବେ ସନ୍ତୋଷ ଜେନା

ବ୍ୟୁରୋ: ବରିଷ୍ଠ ନେତା ସନ୍ତୋଷ ଜେନା ଆସନ୍ତା ୩୦ ତାରିଖରେ ଦଶ ହଜାରରୁ ଉର୍ଦ୍ଧ ସମର୍ଥକଙ୍କୁ ଧରି, ପୁଣି ପଦ୍ମ ଧରିବେ ବୋଲି ଵିଶେଷ ସୂତ୍ରରୁ ଖବର ମିଳିଛି। ସନ୍ତୋଷ ଦୀର୍ଘ ୪୦ ବର୍ଷ ଧରି ବିଜେପି ଦଳର ସକ୍ରିୟ କର୍ମୀ…

ବିଜେଡିରେ ଯୋଗ ଦେଲେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ

ବ୍ୟୁରୋ: ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ କେଉଁ ଦଳରେ ମିଶିବେ, ତାକୁ ନେଇ ଜଟଣୀ ନିର୍ବାଚନ ମଣ୍ଡଳୀର ସବୁଠି ଚାଲିଥିଲା ଚର୍ଚ୍ଚା। ଯାହାର ଆଜି ପୂର୍ଣ୍ଣଛେଦ ଘଟିଛି। ବରିଷ୍ଠ କଂଗ୍ରେସ ନେତା ତଥା ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ…

ଓଡିଶା ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ବ୍ୟୁରୋ: ଓଡିଶା ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ବରଗଡ ଆସନ ପାଇଁ ପ୍ରଦୀପ ପୁରୋହିତଙ୍କ ନାମ ହୋଇଥିବା ବେଳେ, ସୁନ୍ଦରଗଡ ପାଇଁ ଜୁଏଲ ଓରାମ, ସମ୍ବଲପୁର ପାଇଁ ଧର୍ମେନ୍ଦ୍ର ପ୍ରଧାନ, କେଉଁଝର ପାଇଁ ଅନନ୍ତ ନାୟକ,…

ଚତୁର୍ଥ ଦିନରେ ଭାଙ୍ଗିଲା ଆମରଣ ଅନଶନ

ବ୍ୟୁରୋ: ରାଜସୁନାଖଳା କୁ ଏନଏ ସି ମାନ୍ୟତା ଦାବିରେ ଚାଲିଥିବା ଆମରଣ ଅନଶନ ଚତୁର୍ଥ ଦିନରେ ଭଙ୍ଗ ହୋଇଛି । ଅନଶନ ସ୍ଥଳରେ ଦିନ ତମାମ ଲାଗିଥିଲା ନେତାଙ୍କ ଭିଡ଼ । ପହଞ୍ଚିଥିଲେ ବିଭିନ୍ନ ଦଳର ଅନେକ ନେତା । ଗୁରୁବାର…

ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ବ୍ଲକ କନିଷ୍ଠ ଯନ୍ତ୍ରୀ

ବ୍ୟୁରୋ: ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ବ୍ଲକ କନିଷ୍ଠ ଯନ୍ତ୍ରୀ। ଲାଞ୍ଚ ନେଉଥିବା ସମୟରେ ମାଡ଼ିବସିଲା ଭିଜିଲାନ୍ସ ଟିମ । ଆଜି ଅପରାହ୍ନ ସମୟରେ ଖୋର୍ଦ୍ଧା ବ୍ଲକର କନିଷ୍ଠ ଯନ୍ତ୍ରୀ ସଂଗୀତା ମହାପାତ୍ର ଲାଞ୍ଚ ନେଉଥିବା ସମୟରେ ଧରିଛି ଭିଜିଲାନ୍ସ । ସଂଗୀତା…

ସମ୍ଭାବନା ପରିବାର ପକ୍ଷରୁ ବିଶ୍ଵ ଘରଚଟିଆ ଚଢ଼େଇ ଦିବସ ପାଳିତ

ବ୍ୟୁରୋ: ଜଟଣୀ ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ବିଶ୍ଵ ଘରଚଟିଆ ଚଢ଼େଇ ଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ହରିରାଜପୁର ଅନ୍ତର୍ଗତ ବିକାଶ ପରିଷଦ ଶିଶୁ ମନ୍ଦିର ବିଦ୍ୟାଳୟରେ ବିଲୁପ୍ତ ପ୍ରାୟ ପକ୍ଷୀର ସୁରକ୍ଷା ଓ…