Advertisement

ବ୍ୟୁରୋ: ଓଡିଶା ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି।

ବରଗଡ ଆସନ ପାଇଁ ପ୍ରଦୀପ ପୁରୋହିତଙ୍କ ନାମ ହୋଇଥିବା ବେଳେ, ସୁନ୍ଦରଗଡ ପାଇଁ ଜୁଏଲ ଓରାମ, ସମ୍ବଲପୁର ପାଇଁ ଧର୍ମେନ୍ଦ୍ର ପ୍ରଧାନ, କେଉଁଝର ପାଇଁ ଅନନ୍ତ ନାୟକ, ମୟୁରଭଞ୍ଜ ପାଇଁ ନବ ଚରଣ ମାଝୀ, ବାଲେଶ୍ୱର ପାଇଁ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ଭଦ୍ରକ ପାଇଁ ଅଭିମନ୍ୟୁ ସେଠୀ, ଢେଙ୍କାନାଳ ପାଇଁ ରୁଦ୍ରନାରାୟଣ ପାଣି, ବଲାଙ୍ଗୀର ପାଇଁ ସଂଗୀତା ସିଂଦେଓ, କଳାହାଣ୍ଡି ପାଇଁ ମାଳବିକା କେଶୋରୀ ଦେଓ, ନବରଙ୍ଗପୁରରୁ ବଳଭଦ୍ର ମାଝୀ, କେନ୍ଦ୍ରାପଡା ପାଇଁ ବୈଜୟନ୍ତ ପଣ୍ଡା, ଜଗତସିଂହପୁର ପାଇଁ ବିଭୂପ୍ରସାଦ ତରାଇ, ପୁରୀ ପାଇଁ ସମ୍ବିତ ପାତ୍ର, ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ, ଆସ୍କାରୁ ଅନିତା ଶୁଭଦର୍ଶନୀ, ବ୍ରହ୍ମପୁରରୁ ପ୍ରଦୀପ କୁମାର ପାଣିଗ୍ରାହୀ ଓ କୋରାପୁଟ ଆସନ ପାଇଁ କାଲେରାମ ମାଝୀଙ୍କ ନାମ ବିଜେପି ଘୋଷଣା କରିଛି ।

Advertisement

Leave a Reply

Your email address will not be published. Required fields are marked *