Month: May 2026

A1 ଓ A2 ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

ଜଟଣୀ,୧୦/୫: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଜଟଣୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଉତ୍ତୀର୍ଣ୍ଣ ହୋଇଥିବା A1 ଓ A2 ଛାତ୍ର ଛାତ୍ରୀମାନଙ୍କୁ ଆଜି ବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧନା କରାଯିବା ସହ ସେମାନଙ୍କ ପିତାମାତାଙ୍କୁ ସମ୍ମାନୀତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ…

ଓ.ୟୁ.ଡବ୍ଲୁ.ଜେ. ଖୋର୍ଦ୍ଧା ଜିଲ୍ଲା ଶାଖା ର ସାଙ୍ଗଠନିକ ବୈଠକ

ଖୋର୍ଦ୍ଧା, ୧୦/୫: ଓ.ୟୁ.ଡବ୍ଲୁ.ଜେ. ଖୋର୍ଦ୍ଧା ଜିଲ୍ଲା ଶାଖା ର ସାଂଗଠନିକ ଵୈଠକ ଓ ବନ୍ଧୁ ମିଳନ କର୍ଯ୍ୟକ୍ରମ ସଂଘ ର ଜିଲ୍ଲା ସଭାପତି ପ୍ରକାଶ କୁମାର ହାତୀଙ୍କ ଅଧକ୍ଷତାରେ, କୁମାରବସ୍ତ ‘ମା’ ବାଉତୀ’ଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି…

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ଗୁରୁତର

ଜଟଣୀ, ୧୦/୫: ଖୋର୍ଦ୍ଧା ରୋଡ଼ ରେଲୱେ ଷ୍ଟେସନ ନିକଟରେ ଠିଆ ହୋଇଥିବା ଏକ କୋଇଲା ୱାଗନ ଉପରେ ଚଢିଥିବା ଜଣେ ଯୁବକ ‘ଓଭର ହେଡ଼ ଇଲେକ୍ଟ୍ରି’ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି । ଯୁବକ ଜଣଙ୍କ ହେଉଛନ୍ତି ବିହାରର ଶେଖ…

ସନ୍ଦେହ ଘରରେ ଆଇଆଇଟି ଛାତ୍ରଙ୍କ ମୃତ

ଜଟଣୀ, ୧୦/୫: ଜଟଣୀ ଆଇଆଇଟି କ୍ୟାମ୍ପସ ପରିସରରୁ ଉଦ୍ଧାର ହୋଇଛି ଜଣେ ପିଏଚଡି ଛାତ୍ରଙ୍କ ମୃତ ଦେହ । ମୃତ ଛାତ୍ର ଜଣଙ୍କ ହେଲେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ପିଏଚଡି ଶେଷ ବର୍ଷର ଛାତ୍ର ତନିକୋଣ୍ଡା ନିଶାନ୍ତ କୁମାର। ଆଇଆଇଟି କ୍ୟାମ୍ପସ…

ନାବାଳିକାକୁ ପ୍ରତାରଣା କରିବା ଘଟଣାରେ ଯୁବକ ଗିରଫ

ଜଟଣୀ, ୦୬/୦୫: ପ୍ରେମ ସମ୍ପର୍କ ଯୋଡି ନାବାଳିକାଙ୍କ ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖି ବିବାହ ପାଇଁ ମନା କରିବା ଓ ଧମକ ଦେବା ଘଟଣାରେ ଜଣେ ଯୁବକଙ୍କୁ ୫ ବର୍ଷ ପରେ ଗିରଫ କରିଛି ଜଟଣୀ ପୋଲିସ। ଗିରଫ ଯୁବକ…

ରାଜନୀତିରେ ଆଧ୍ୟାତ୍ମିକତାର ଆବଶ୍ୟକତା ଶୀର୍ଷକ ଆଲୋଚନାଚକ୍ର

ଜଟଣୀ,୩/୫: ଜଟଣୀ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଗ୍ରୱାଲ ଧର୍ମଶାଳା ରେ ସମୃଦ୍ଧ ସମାଜ ପାଇଁ ରାଜନୀତିରେ ଆଧ୍ୟାତ୍ମିକତାର ଆବଶ୍ୟକତା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରରେ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ମାଉଣ୍ଟ ଆବୁ ଧାର୍ମିକ ଶାଖାର ସଂଯୋଜକ ବିକେ…

ଖୋର୍ଦ୍ଧା ଜିଲ୍ଲା ପ୍ରେସ କ୍ଲବର ସଭାପତି ହେଲେ ତପନ, ସମ୍ପାଦକ ପ୍ରକାଶ

ଖୋର୍ଦ୍ଧା, ୩/୫: ଖୋର୍ଦ୍ଧା ଜିଲ୍ଲା ପ୍ରେସ କ୍ଲବ ର କର୍ମକର୍ତ୍ତା ନିର୍ବାଚନ ଶେଷ ହୋଇଛି । ଏହି ନିର୍ବାଚନ ରେ ସଭାପତି ପଦ ନିମନ୍ତେ ତପନ କୁମାର ନାୟକ ଏବଂ ଶୁଭ୍ରାଂଶୁ ରଞ୍ଜନ ସମାନ୍ତରାୟ ପ୍ରତିଦ୍ୱନ୍ଦିତା କରିଥିବା ବେଳେ ତପନ କୁମାର…