Month: June 2026

ନିଆରା ପରମ୍ପରା, ରଜ ସଂକ୍ରାନ୍ତି ରେ ଝାମୁଯାତ୍ରା

ଜଟଣୀ, ୧୫/୬: ଓଡ଼ିଶାର ବିଭିନ୍ନ ସ୍ଥାନରେ ପଣା ସଂକ୍ରାନ୍ତି ଦିନ ଝାମୁଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ, ଜଟଣୀ ବ୍ଲକ ଓଗାଳପଡା ଗ୍ରାମ ଶ୍ରୀଶ୍ରୀ ମୃଗେଶ୍ୱରଙ୍କ ପୀଠରେ ଦେଖାଯାଏ ଏହାର ବ୍ୟତିକ୍ରମ । ବାବା ମୃଗେଶ୍ୱରଙ୍କ ପୀଠରେ ପହିଲି ରଜ ଓ ରଜ…

ରଜ ସଂକ୍ରାନ୍ତିରେ ମାଛ ଭୋଜି

ଖୋର୍ଦ୍ଧା, ୧୫/୬: ରଜ ସଂକ୍ରାନ୍ତି ରେ ସବୁଠୁ ନିରାମିଷ ଭୋଜି ଚାଲିଥିବା ବେଳେ, ଖୋର୍ଦ୍ଧା ଜିଲ୍ଲା ବୋଲାଗଡ଼ ବ୍ଲକ, ଆରିକମା ଗ୍ରାମରେ ଦେଖିବାକୁ ମିଳେ ଏହାର ବିପରିତ। ରଜ ସଂକ୍ରାନ୍ତି ରେ ଗ୍ରାମରେ ହୁଏ ମାଛ ଭୋଜି। ହଁ ଆଜ୍ଞ, ତାହା…

ସାହିତ୍ୟ ହେଉଛି ମଣିଷର ଆତ୍ମା । ସାହିତ୍ୟ ନଥିଲେ ଅନୁଭବର ସତ୍ତା ଉପଲବ୍ଧି ହୁଅନ୍ତା ନାହିଁ।

ଜଟଣୀ, ୧୩/୬: ଓଡିଶା ସାହିତ୍ୟ ଏକାଡେମୀ ଓ ଜଟଣୀ ସାହିତ୍ୟ ସଂସଦର ମିଳିତ ସହଯୋଗରେ ସଂସଦର ପଚାଶ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ, ଜଟଣୀ ସାହିତ୍ୟ ସଂସଦ ର ସଭାପତି ଶ୍ୟାମ ସୁନ୍ଦର ତ୍ରିପାଠୀଙ୍କ ସଭାପତିତ୍ବରେ ଜଟଣୀ ସେଞ୍ଚୁରିୟାନ…