Tag: jatni

୬ଦଫା ଦାବି ନେଇ ରାଜସ୍ୱ କ୍ଷେତ୍ର ଅଧିକାରୀଙ୍କ କଲମ ଛାଡ଼ ଆନ୍ଦୋଳନ

ବ୍ୟୁରୋ: ଜଟଣୀ ତହସିଲ ଅଧୀନରେ କାର୍ଯ୍ୟରତ ରାଜସ୍ୱ କ୍ଷେତ୍ର ଅଧିକାରୀମାନେ ୬ଦଫା ଦାବି ନେଇ ସୋମବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କଲମ ଛାଡ଼ ଆନ୍ଦୋଳନ କରିଛନ୍ତି। ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ପକ୍ଷରୁ ସମଗ୍ର ରାଜ୍ୟରେ କଲମ…

ସମାଜ ସେବିକା ରତ୍ନମଣି ଦେବୀଙ୍କ ଚତୁର୍ଥ ବାର୍ଷିକ ସ୍ମୃତି ଚାରଣ ସଭା

ବ୍ୟୁରୋ: ଜଟଣୀର ବିଶିଷ୍ଟ ସମାଜସେବିକା ସ୍ବର୍ଗତା ରତ୍ନମଣି ଦେବୀଙ୍କ ଚତୁର୍ଥ ବାର୍ଷିକ ସ୍ମୃତି ଚାରଣ ସଭା ଓ ପ୍ରତିଭା ସମ୍ମାନ ଉତ୍ସବ, ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ କାର୍ଯ୍ୟାଳୟ ଠାରେ ବୁଧବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଜଟଣୀ ବରିଷ୍ଠ…

ପଞ୍ଚମୁଖୀ ହନୁମାନଙ୍କ ପୀଠରେ, ୨୮ତମ ବାର୍ଷିକ ୧୦୮ ହନୁମାନ ଚାଳିଶା ପାରାୟଣ

ବ୍ୟୁରୋ : ଜଟଣୀ ବଡତୋଟା ଶ୍ରୀ ପଞ୍ଚମୁଖୀ ହନୁମାନ ଦେବଙ୍କ ପୀଠରେ, ମହାବୀର ସତସଙ୍ଗ ପକ୍ଷରୁ ୨୮ ତମ ବାର୍ଷିକ ୧୦୮ ହନୁମାନ ଚାଳିଶା ପାରାୟଣ ଅନୁଷ୍ଠିତ ହୋଇଯାଇଛି। ସକାଳୁ ପଞ୍ଚମୁଖୀ ହନୁମାନ ଦେବଙ୍କ ପୂଜାର୍ଚ୍ଚନା ସରିବା ପରେ ନଗର କୀର୍ତ୍ତନ…

ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜୁଲଫୁକାର ଅଲ୍ଲୀଙ୍କ ୭୯ ବୟସରେ ପରଲୋକ

ବ୍ୟୁରୋ: ଜଟଣୀ ଅଞ୍ଚଳର ସମସ୍ତିଙ୍କ ପ୍ରିୟ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜୁଲଫୁକାର ଅଲ୍ଲୀଙ୍କ ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବୟସ ହୋଇଥିଲା। ସ୍ବର୍ଗତ ଅଲ୍ଲୀ ଖୋର୍ଦ୍ଧା ତୋଟାପଡା ବିଦ୍ୟାଳୟରୁ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ପରେ ସେ ବିଭିନ୍ନ…

ବିଧାନସଭା ଗୃହକୁ ମୁଣ୍ଡିଆ ମାରିଲେ ସୁରେଶ ରାଉରତାୟ

ବ୍ୟୁରୋ: ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଆଜି ବିଧାନସଭା ଗୃହରୁ ବାହାରିବା ସମୟରେ ଗୃହକୁ ମୁଣ୍ଡିଆ ମାରି ଭାବବିହ୍ୱଳ ହୋଇପଡିଥିଲେ। ଆଉ କହିଥିଲେ ଏହା ହେଉଛି ମୋର ଶେଷ ବିଧାନସଭା। ମୁଁ ଆଗକୁ ଆଉ…

ମା’ ରମାଦେବୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା

ବ୍ୟୁରୋ: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୯୦ତମ ଶ୍ରାଦ୍ଧ ଦିବସ ଅବସରରେ ସ୍ବେଚ୍ଛାସେବୀ ସଂଗଠନ କର୍ମ ମନ୍ଦିର ପକ୍ଷରୁ ଜଟଣୀ ସ୍ବସ୍ତି ଜ୍ୟୋତି ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରଣାମ ମା ରମାଦେବୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କର୍ମ ମନ୍ଦିର ଅଧ୍ୟକ୍ଷା ସବିତା ରାୟଙ୍କ…

ଓଡ଼ିଆରେ ଦସ୍ତଖତ କଲେ, ବନ୍ଦେ ଉତ୍କଳ ଜନନୀ ଗାଇଲେ

ବ୍ୟୁରୋ: ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉପଲକ୍ଷେ, ଜଟଣୀ ପୌର ପରିଷଦ ପକ୍ଷରୁ ଜଟଣୀ ପୋଷ୍ଟ ଅଫିସ ନିକଟ, ମୋ ଜଟଣୀ ଠାରେ ଓଡ଼ିଆ ଭାଷାରେ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜଟଣୀ ପୌର ପରିଷଦର ଅଧ୍ୟକ୍ଷ…

ଜଟଣୀ ବ୍ଲକ ପରିସରରେ ସମୂହ ଗାଇଲେ ବନ୍ଦେ ଉତ୍କଳ ଜନନୀ

ବ୍ୟୁରୋ: ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉପଲକ୍ଷେ, ଜଟଣୀ ପଞ୍ଚାୟତ ସମିତି ପରିସରରେ ଅତିଥି ଓ କର୍ମଚାରୀ ମାନେ ସମସ୍ତେ ଏକାଠି ହୋଇ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଶ୍ରୀମତୀ ରଶ୍ମିତା…

ଜଟଣୀରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ

ବ୍ୟୁରୋ: ଜଟଣୀର ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ପକ୍ଷରୁ, ଜଟଣୀ ଗାନ୍ଧୀ ପାର୍କ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ତିରୋଧାନ ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ନାଗରିକ…

ଦୁଇଟି ବାଇକ ସହ ଟ୍ରକ ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର

ବ୍ୟୁରୋ: ଜଟଣୀ ଥାନା ଅଧିନ ବେଣାପଞ୍ଜରୀ ଗ୍ରାମ ନିକଟ ସିରାଯୁଦ୍ଦିନ ଫାର୍ମ ନିକଟରେ ଆଜି ସନ୍ଧ୍ୟା ସମୟରେ, ଦୁଇଟି ବାଇକ ସହ ଟ୍ରକର ଦୁର୍ଘଟଣା ଘଟିଥିଲା। ଆଉ ଘଟଣା ସ୍ଥଳରେ ଜଣେ ବାଇକ ଅରୋହିଙ୍କ ମୃତ ହୋଇଥିବାବେଳେ, ଆଉ ଜଣେ ଗୁରୁତର…