Tag: jatni

୩୫୦ରୁ ଉର୍ଦ୍ଧ ସ୍ଥାନରେ ଗଜାନନଙ୍କ ପୂଜା

ଜଟଣୀ, ୨୭/୮: ଆଜିଠୁ ଆରମ୍ଭ ହୋଇଛି ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା। ୧୧ ଦିନ ବ୍ୟାପି ଜଟଣୀର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇବେ ପ୍ରଭୁ ଗଜାନନଙ୍କ ସହ ମାତା ଲକ୍ଷ୍ମୀ ଓ ମାତା ସରସ୍ବତୀ । ଜଟଣୀରେ ଛୋଟ…

ଜଟଣୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିଘ୍ନ ବିନାଶକଙ୍କ ପୂଜା

ଜଟଣୀ,୨୭/୮: ପବିତ୍ର ଗଣେଶ ଚତୁର୍ଥୀରେ ଜଟଣୀର ବିଭିନ୍ନ ସ୍କୁଲ କଲେଜ, ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନରେ ବିଘ୍ନ ବିନାଶକଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀ ମାନେ ସକାଳୁ ନୂଆ ପୋଷାକ ପିନ୍ଧି ଶିକ୍ଷାନୁଷ୍ଠାନକୁ ଆସିଥିଲେ । ରୀତି ନୀତି ଅନୁଯାୟୀ ଶିକ୍ଷାନୁଷ୍ଠାନରେ…

ପରକୀୟା ପ୍ରୀତିରୁ ଯୁବକଙ୍କୁ ଆକ୍ରମଣ

ଜଟଣୀ,୨୩/୮: ପରକୀୟା ପ୍ରୀତିରୁ ଜଟଣୀ ପୋଷ୍ଟ ଅଫିସ ଛକ ନିକଟରେ ଯୁବକଙ୍କୁ ଗୋଡାଇ ଗୋଡ଼ାଇ ହାଣିଲା ଅଭିଯୁକ୍ତ । ଜୀବନ ବିକଳରେ ରାସ୍ତା ଉପରେ ଦୌଡ଼ି ଦୌଡ଼ି ଥାନା ଭିତରକୁ ପଶିଗଲେ ଯୁବକ । ଏଭଳି ଦୃଶ୍ୟ ଆଜି ଜଟଣୀରେ ଦେଖିବାକୁ…

ବୁଦ୍ଧଙ୍କ ଆକୃତି ଗଣେଶ ଓ ତୋରଣ ସାଜିବ ଆକର୍ଷଣ

ଜଟଣୀ,୨୧/୦୮: ଚଳିତ ବର୍ଷ ଗଣେଶ ପୂଜା କୁ ଆକର୍ଷଣୀୟ କରିବାକୁ ଚାଲିଛି ଜଟଣୀ ରେ ପ୍ରତିଯୋଗିତା। ବଜାର କମିଟି ଠାରୁ ଆରମ୍ଭ କରି କ୍ଳବ ମାନଙ୍କରେ ମୂର୍ତ୍ତି ଓ ତୋରଣକୁ ୧ ନମ୍ବର କରିବା ପାଇଁ ହେଉଛନ୍ତି ପ୍ରସ୍ତୁତ। ଜଟଣୀ ରେତଙ୍ଗ…

ଆଶା ପ୍ଲେ ସ୍କୁଲ ରେ ୭୯ତମ ସ୍ୱାଧୀନତା ଦିବସ ପାଳିତ

ଜଟଣୀ,୧୮/୦୮: ଜଟଣୀ ଆଶା ପ୍ଲେ ସ୍କୁଲ ରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ସ୍ୱାଧୀନତା ଦିବସକୁ ନେଇ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ଡାକ୍ତର କୃଷ୍ଣ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ…

ଖୋର୍ଦ୍ଧାରୋଡ୍ ରେଳମଣ୍ଡଳରେ ୭୯ତମ ସ୍ୱାଧୀନତା ଦିବସ ପାଳିତ

ଜଟଣୀ,୧୬/୦୮: ଜଟଣୀ ଖୋର୍ଦ୍ଧାରୋଡ୍ ରେଳମଣ୍ଡଳରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳରେ ଏକ ବିଶାଳ ଓ ଦେଶଭକ୍ତିମୟ ଆୟୋଜନ ହୋଇଥିଲା । ମଣ୍ଡଳ ରେଳ ପ୍ରବନ୍ଧକ ଅଲୋକ ତ୍ରିପାଠୀ ଜାତୀୟ ପତାକା ଉତ୍ତୋଳନ କରି…

ସ୍ୱାଧୀନତାର ସତ୍ୟ ଅର୍ଥ କେବଳ ୧୫ ଅଗଷ୍ଟରେ ପତାକା ଉତ୍ତୋଳନ କରିବା ନୁହେଁ

ଜଟଣୀ,୧୬/୦୮: ପବିତ୍ର ୭୯ତମ ସ୍ୱାଧୀନତା ଦିବସ ଅବସରରେ ଦେଶଭକ୍ତିର ଉତ୍ସାହ ଓ ଏକତାର ସନ୍ଦେଶ ସହିତ ପିପଲ୍ ଫର୍ ସୋସାଇଟି ପକ୍ଷରୁ “ରାଷ୍ଟ୍ର ନିର୍ମାଣରେ ଯୁବଶକ୍ତିଙ୍କ ଭୂମିକା” ବିଷୟରେ ଏକ ଆଲୋଚନା ଚକ୍ର ଜଟଣୀ ଟାଉନ୍‌ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ…

ଜଟଣୀରେ ସଙ୍କୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

ଜଟଣୀ,୧୨/୦୮: ଜଟଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜିଲା ସଙ୍କୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ଖୋର୍ଦ୍ଧା ଜିଲାର ୯ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥିଲେ । ମୁଖ୍ୟ ଅତିଥି ଭାବେ ସଙ୍କୁଳ ପ୍ରମୁଖ ନଳିନୀ କାନ୍ତ…

କଟକ ଏବଂ ନରାଜ ମାର୍ଥାପୁର ଷ୍ଟେସନ ମଧ୍ୟରେ ରେଳବାଇ ପକ୍ଷରୁ ମାଗଣା ବସ୍ ସେବା

ବ୍ୟୁରୋ, ୧୧/୦୮: କଟକ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୨ ରେ ଚାଲୁ ରହିଥିବା ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି, ପୂର୍ବତଟ ରେଳପଥ ଟ୍ରେନ ପରିଚାଳନାରେ ଅସ୍ଥାୟୀ ପରିବର୍ତ୍ତନ ଘୋଷଣା କରିଛି ଏବଂ ଯାତ୍ରୀ ସୁବିଧା ସୁବିଧା ପାଇଁ ପଦକ୍ଷେପ ନେଇଛି…

ସ୍ତ୍ରୀ ଆଖି ଆଗରେ ଚାଲିଗଲା ସ୍ୱାମୀର ଜୀବନ

ଜଟଣୀ,୧୧/୦୮: ସ୍ତ୍ରୀ ଆଖି ଆଗରେ ଚାଲିଗଲା ସ୍ୱାମୀର ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି ୧୬ନମ୍ବର ଜାତୀୟ ରାଜପଥ ଗଙ୍ଗପଡା ଓଭର ବ୍ରିଜ ନିକଟରେ। ମୃତକ ଜଣଙ୍କ ହେଉଛନ୍ତି ଅଶୋକ ମଲିକ। ସୂଚନା ମୁତାବକ ଆଜି ସକାଳୁ ଅଶୋକ ନିଜ…