ନିଆଁରେ ଜଳିଯାଇ ମହିଳାଙ୍କ ମୃତ୍ୟୁ
ଜଟଣୀ,୧୧/୦୮: ଜଟଣୀ ରଥିପୁର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଦେହରେ ନିଆଁ ଲାଗି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଉଛନ୍ତି ରୀନା ପ୍ରଧାନ। ପୋଲିସର ସୂଚନା ମୁତାବକ ମହିଳାଙ୍କ ଦେହରେ କୌଣସି କାରଣରୁ ଦୀପ…
ଜଟଣୀ,୧୧/୦୮: ଜଟଣୀ ରଥିପୁର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଦେହରେ ନିଆଁ ଲାଗି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଉଛନ୍ତି ରୀନା ପ୍ରଧାନ। ପୋଲିସର ସୂଚନା ମୁତାବକ ମହିଳାଙ୍କ ଦେହରେ କୌଣସି କାରଣରୁ ଦୀପ…
ଜଟଣୀ, ୧୧/୦୮: ଅପରସନ ସିନ୍ଦୁରର ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶ ସାରା ବୀର ଯବାନ ଓ ପୋଲିସ କର୍ମୀ ଙ୍କ ହାତରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଜଟଣୀ ନଗର ମହିଳା ମୋର୍ଚ୍ଚା ପକ୍ଷରୁ…
ଜଟଣୀ,୧୦/୦୮: ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପକ୍ଷରୁ ହର ଘର ତ୍ରିରଙ୍ଗା ଅଭିଯାନ ଅବସରରେ ‘ତିରଙ୍ଗା ରାଲି’ ଆୟୋଜନ କରାଯାଇଥିଲା । ଏହି ରାଲିରେ ଭାରତ ସ୍କାଉଟ୍ସ ଓ ଗାଇଡ୍ସ ସ୍ବେଛାସେବୀମାନେ ଏବଂ ସିଭିଲ୍ ଡିଫେନ୍ସ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ…
ଜଟଣୀ,୧୦/୦୮: ଜଟଣୀର ଲଢୁଆ ନେତା ତଥା କ୍ରାନ୍ତିକାରୀ ଶ୍ରମିକ ନେତା ସୁଶାନ୍ତ ମହାନ୍ତିଙ୍କ ୨୪ତମ ସ୍ମୃତି ଚାରଣ ସଭା ସ୍ଥାନୀୟ ବରିଷ୍ଠ ନାଗରିକ ସେବା ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ବରରୁ ଅଲଗା କରି ଜଟଣୀକୁ ଏକ ସ୍ବତନ୍ତ୍ର…
ଜଟଣୀ,୯/୮: ଜଟଣୀ ରାମଚନ୍ଦ୍ରପୁରସ୍ଥିତ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ବଡ଼ ଧୁମ୍ ଧାମ ରେ ପାଳିତ ହୋଇଯାଇଅଛି। ଏହି ଉତ୍ସବରେ ସାଧୁ କେଶବ ଦାସ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ…
ଜଟଣୀ,୯/୮: ଜଟଣୀ ବଡ଼ବଜାର ସ୍ଥିତ ପ୍ରଜପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ତରଫରୁ ପବିତ୍ର ରକ୍ଷାବନ୍ଧନ ଉତ୍ସବ ବଡ଼ ଧୁମ୍ ଧାମ ରେ ପାଳିତ ହୋଇଯାଇଅଛି। ପ୍ରାତଃ ମୁରଲୀ କ୍ଲାସ ପରେ ଜଟଣୀ ସେବା କେନ୍ଦ୍ର ର ମୁଖ୍ୟ ସଂଚାଳିକା ବ୍ରହ୍ମକୁମାରୀ ଜ୍ୟୋତି…
ଜଟଣୀ, ୦୮/୦୮: ସାମାଜିକ ଅନୁଷ୍ଠାନ ଜଟଣୀ ୟୁଥ୍ ଫେଡେରେସନ୍ ପକ୍ଷରୁ ଜଟଣୀ ଆଦର୍ଶ ବିଦ୍ୟାଳୟ ପରିସରରେ ବୃ୍କ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜଟଣୀ…
ଜଟଣୀ, ୦୮/୦୮: ପ୍ରତି ବର୍ଷ ପରି ଅଗଷ୍ଟ ମାସ ୭ ତାରିଖକୁ ବୁଣାକାର ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଜାତୀୟ ହସ୍ତତନ୍ତ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ରାଜ୍ୟ ମହିଳା ମୋର୍ଚ୍ଚାର ଏକ ଟିମ ରାଜ୍ୟ ଉପସଭାନେତ୍ରୀ…
ଜଟଣୀ, ୦୬/୦୮: ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରି, ପରେ ବିବାହ ନକରି ଯୁବତୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେବାସହ ତାଙ୍କର ଅଶ୍ଳୀଳ ଫଟୋଗୁଡ଼ିକୁ ଭାଇରାଲ କରିବାକୁ ଧମକ ଦେବା ଘଟଣାର ଜଟଣୀ ପୋଲିସ…
ଜଟଣୀ, ୦୩/୦୮: ପବିତ୍ର ବନ୍ଧୁତା ଦିବସ ଅବସରରେ ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ ୟୁଥ ଫେଡେରେସନ ଓ ମା’ ଖୁଣ୍ଡୁଆଳି ଯୋଗ ସମିତି ପକ୍ଷରୁ ଜଟଣୀ ଅଗ୍ରୱାଲ ଧର୍ମଶାଳା ପରିସରରେ ଏକ ସ୍ଵେଛାକୃତ ରକ୍ତଦାନ ଶିବର ଆୟୋଜନ କରାଯାଇଥିଲା। ଜଟଣୀ…