Tag: kalingatoday

ରଥଯାତ୍ରା ପାଇଁ ଗାଡିବ ୩୬୫ ସ୍ୱତନ୍ତ୍ର ଟ୍ରେନ୍

ବ୍ୟୁରୋ,୯/୬: ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଆଜି ପୁରୀ ଟାଉନ ହଲ ଠାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ରଥଯାତ୍ରାରେ ୩୬୫ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ ବୋଲି…

ଇନ୍ଦ୍ରଧନୁ ଥିଏଟର ପକ୍ଷରୁ ମଞ୍ଚ କଳାକାରଙ୍କୁ ସମ୍ବର୍ଦ୍ଧନା

ଜଟଣୀ, 23/5: ଭୁବନେଶ୍ୱର ଉପକଣ୍ଠ ମଦନପୁରସ୍ଥତ ଦି ହଗସ୍ ଗାର୍ଡନ ପ୍ରେକ୍ଷାଳୟରେ ରବିବାର ଇନ୍ଦ୍ରଧନୁ ଥିଏଟର ପକ୍ଷରୁ ମଞ୍ଚ କଳାକାର ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଦୀର୍ଘ ୩୩ ବର୍ଷ ଧରି ଅନୁଷ୍ଠାନ ବହୁ କଳାକାର ତିଆରି କରିଛି । ଏହି…

୨୭ ପରିବର୍ତ୍ତେ ୨୬ ସାବିତ୍ରୀ ଅମାବାସ୍ୟା ସରକାରୀ ଛୁଟି

ବ୍ୟୁରୋ: ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟି ମେ ୨୭ ତାରିଖ ପରିବର୍ତ୍ତେ ୨୬ ତାରିଖରେ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟିକୁ ମେ ୨୭ ତାରିଖ ପରିବର୍ତ୍ତେ ମେ ୨୬ ତାରିଖରେ କରିବା…

୧୧ତମ ଶିକ୍ଷା ସଂଯୋଜନା ଶିବିର ଉଦଯାପିତ

ଜଟଣୀ,୨୨/5: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଷଣ୍ଢପୁର ସ୍ଥିତ ସୋସାଇଟି ଫର୍ ଚିଲ୍ଡରେନ୍ (ସୋଚ୍) ଅନୁଷ୍ଠାନର ୧୧ତମ ଶିକ୍ଷା ସଂଯୋଜନା ଶିବିର ବୁଧବାର ଉଦଯାପିତ ହୋଇଯାଇଛି । ଏହି ଶିବିରରେ ଚବିଶ ଜଣ ଶିଶୁ ଯୋଗଦେଇଥିଲେ। ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ବୟସ…

ରାସ୍ତା ତାଡି ମୋରମ ବିକ୍ରି, ଜେସିବି ଟ୍ରାକ୍ଟର ଜବତ

ଜଟଣୀ, ୧୬/୫: ଜଟଣୀ ସୁନ୍ଦରପଦା ୪ଲେନ ବିଶିଷ୍ଟ ରାସ୍ତା ପ୍ରଶସ୍ତକରଣ କାର୍ଯ୍ୟ ଚାଲିଥିବା ବେଳେ, ରାସ୍ତା ନିର୍ମାଣ ପାଇଁ ରାସ୍ତାରେ ଉପରେ ଗଦା ହୋଇଥିବା ମୋରମ, ମେଣ୍ଟାଲ, ବାଲି, ଚିପ୍ସ କୁ କିଛିଦିନ ହେବ କିଛି ଦୁର୍ବୁତ୍ତ ମାନେ ଚୋରି କରି…

ଜଟଣୀରେ ତ୍ରିରଙ୍ଗା ଶୋଭାଯାତ୍ରା

ଜଟଣୀ,୧୬/୫: ଜଟଣୀ ପୌର ପରିଷଦ ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ପୌର କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ଆନ୍ଧ୍ର ବ୍ୟାଙ୍କ ଏବଂ ଆନ୍ଧ୍ର ବ୍ୟାଙ୍କ ଠାରୁ ଖୁଦୁପୁର ଛକ ପର୍ଯ୍ୟନ୍ତ ପହଞ୍ଚିଥିଲା । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧାର ଅତିରିକ୍ତ ଜିଲ୍ଲାପାଳ…

ପୋଖରୀରେ ବୁଡ଼ି ଯୁବକଙ୍କ ମୃତ

ଜଟଣୀ,୧୫/୫: ଜଟଣୀ ଥାନା ଅଧୀନ ହାଟ ବଜାର ପୋଖରୀରେ ବୁଡ଼ି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଜଟଣୀ ଲୋକ କଲୋନୀ ନିକଟ ମାଣିଆ ଛକ ଅଞ୍ଚଳର ସନ୍ତୋଷ କୁମାର ବେହେରା। ସୂଚନା ମୁତାବକ ସନ୍ତୋଷ…

ଜଟଣୀ ରେ ତ୍ରିରଙ୍ଗା ଓ ମଶାଲ ଶୋଭାଯାତ୍ରା

ଜଟଣୀ,୧୨/୫: ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଂଗଠିତ ହିନ୍ଦୁ ପରିବାର ପକ୍ଷରୁ, ଅପରେସନ ସିନ୍ଦୁରର ସଫଳତା ଓ ଭାରତୀୟ ସେନାର ବୀରତ୍ୱକୁ ମନେ ପକାଇ ଜଟଣୀ ସହରରେ ଏକ ତ୍ରିରଙ୍ଗା ଓ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଜେପି ରାଜ୍ୟ ମୁଖପାତ୍ର…

ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ମାତୃ ଦିବସ ପାଳିତ

ଖୋର୍ଦ୍ଧା,୧୨/୫: ଖୋର୍ଦ୍ଧା ଗୋଡ଼ି ପୋଖରୀ ଛକ ସ୍ଥିତ ବ୍ରହ୍ମାକୁମାରୀ ସେବାକେନ୍ଦ୍ର ପରିସରରେ ମାତୃ ଦିବସ ଶନିବାର ପାଳିତ ହୋଇଯାଇଛି। ସେବା କେନ୍ଦ୍ରର ମୁଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ଅନୁରାଧା ଭଉଣୀଙ୍କର ସଭାପତିତ୍ବରେ ଏହି ପବିତ୍ର ଦିବସ ମହାସମାରୋହରେ ପାଳିତ ହୋଇଥିଲା। ବିଭିନ୍ନ ଗ୍ରାମରେ…

୧୨୯ ବର୍ଷ ବୟସରେ ଯୋଗ ଗୁରୁ ପଦ୍ମଶ୍ରୀ ବାବା ଶିବାନନ୍ଦ ମହାରାଜଙ୍କ ପରଲୋକ

ବ୍ୟୁରୋ,୫/୫: ଭାରତ ବର୍ଷର ବରିଷ୍ଠ ଯୋଗ ଗୁରୁ ପଦ୍ମଶ୍ରୀ ଶିବାନନ୍ଦ ମହାରାଜଙ୍କ ୧୨୯ ବର୍ଷ ବୟସରେ ପରଲୋକ ହୋଇଛି। ବାରାଣସୀର ସାର୍ ସୁନ୍ଦର ଲାଲ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମୟରେ ଶିବନନ୍ଦ ମହାରାଜଙ୍କ ଶନିବାର ଇହଲୀଳା ସମ୍ବରଣ କରିଛନ୍ତି । ସେ…