ଡିଆରଏମ ଭାବେ ଯୋଗଦେଲେ ଆଲୋକ ତ୍ରିପାଠୀ
ଜଟଣୀ, ୨୮/୦୭: ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ନୂତନ ଡିଆରଏମ ଭାବେ ୧୯୯୮ ବ୍ୟାଚର ଭାରତୀୟ ରେଳବାଇ ଟ୍ରାଫିକ୍ ସେବାର ବରିଷ୍ଠ ଅଧିକାରୀ ଆଲୋକ ତ୍ରିପାଠୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ଡିଆରଏମ ଏଚ୍.ଏସ୍. ବାଜୱାଙ୍କ…
ଜଟଣୀ, ୨୮/୦୭: ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ନୂତନ ଡିଆରଏମ ଭାବେ ୧୯୯୮ ବ୍ୟାଚର ଭାରତୀୟ ରେଳବାଇ ଟ୍ରାଫିକ୍ ସେବାର ବରିଷ୍ଠ ଅଧିକାରୀ ଆଲୋକ ତ୍ରିପାଠୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ଡିଆରଏମ ଏଚ୍.ଏସ୍. ବାଜୱାଙ୍କ…
ଜଟଣୀ,୨୭/୦୭: ସମ୍ବାଦ ସାହିତ୍ୟ ଘର ଜଟଣୀ ଶାଖାର ଅଷ୍ଟମ ବାର୍ଷିକ ଉତ୍ସବ ଜଟଣୀ କଲେଜ ରୋଡ୍ ସ୍ଥିତ ୱେଲକମ୍ ଗେଷ୍ଟ ହାଉସରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଜଗଦୀଶ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ୟଙ୍ଗ…
ଜଟଣୀ,୧୬/୭, ବୁଧବାର ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟେସନର ୧ନମ୍ବର ପ୍ଲାଟଫର୍ମରେ ପୁରୀ -ଗୁଣୁପୁର ଟ୍ରେନ ପହଁଚିବା ପରେ, ୩ଜଣ ବ୍ୟକ୍ତି ସାଧା ପୋଷାକରେ ଯାତ୍ରୀ ମାନଙ୍କୁ ଟ୍ରେନ୍ ଟିକେଟ ମାଗି ଯାଞ୍ଚ କରୁଥିବା ଦେଖି କିଛି ଯାତ୍ରଙ୍କ ସେମାନଙ୍କ ଉପରେ ସନ୍ଦେହ ହେଇଥିଲା।…
ଜଟଣୀ,୧୫/୭: ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ ପ୍ରଗତି ପରିଷଦ ପକ୍ଷରୁ ଅସହାୟ ବ୍ୟକ୍ତି ମାନଙ୍କୁ ଛତା ବଣ୍ଟନ କରାଯାଇଛି। ଜଟଣୀ ଟାଉନ ହଲ ସମ୍ମୁଖରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଟଣୀ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ ଯୋଗ…
ଜଟଣୀ,୧୦/୭: ସଂସ୍କାର ଭାରତୀ ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ ଜଟଣୀ ରୋଟାରୀ କ୍ଳବ ପରିସରରେ ଗୁରୁପୂର୍ଣିମା ଓ ନଟରାଜ ପୂଜନ ଉତ୍ସବ ପାଳିତ ହୋଇଛି। ଉତ୍କଳ ପୂର୍ବପ୍ରାନ୍ତ ଖୋର୍ଦ୍ଧା ଜିଲ୍ଲା ଅଧ୍ଯକ୍ଷ ଡଃ. ଇଂ ଶମ୍ଭୁଦତ ସ୍ବାଇଁଙ୍କ ଅଧ୍ଯକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଗୀତ…
ଜଟଣୀ,୯/୭: ସ୍ଥାନୀୟ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଠାରେ ପୁରୁଣା ପେନସନ ଦାବୀ ନେଇ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ଜେନେରାଲ ସେକ୍ରେଟାରୀ ରମେଶ ଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧାରୋଡ଼ ମଣ୍ଡଳ ପ୍ରବନ୍ଧକ କାର୍ଯ୍ୟାଳୟ ସମ୍ମୁଖରେ ମଣ୍ଡଳ ସ୍ଥରୀୟ ଧାରଣା ଓ…
ବ୍ୟୁରୋ,୯/୭: ସ୍କୁଲ ପରୀକ୍ଷା ନିୟମରେ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର। ଏଥର ପ୍ରତ୍ୟେକ ଶିକ୍ଷାବର୍ଷ ଶେଷରେ ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଶୃଙ୍ଖଳିତ ପରୀକ୍ଷା ବ୍ୟବସ୍ଥା ପ୍ରଚଳନ କରାଯିବ। ଏହି ପଦକ୍ଷେପ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଅଧିକ ସକ୍ଷମ…
ବ୍ୟୁରୋ,୮/୭: ଓଡ଼ିଶା ରାଜସ୍ବ ଅମଲା ସଂଘର ନିଷ୍ପରିକ୍ରମେ ଖୋର୍ଦ୍ଧା ଜିଲାରେ କାର୍ଯ୍ୟରତ ରାଜସ୍ବ ଅମଲାମାନେ ୧୦ଦଫା ଦାବି ନେଇ ଖୋର୍ଦ୍ଧା ଜିଲା ସଭାପତି ମୃତ୍ୟୁଞ୍ଜୟ ସେନାପତି ସମ୍ପାଦକ ଅରୁଣ କୁମାର ମୁଦୁଲିଙ୍କ ନେତୃତ୍ବରେ ଶତାଧିକ ଅମଲା କଳାବ୍ୟାଜ୍ ପରିଧାନ କରି ସୋମବାର…
ବ୍ୟୁରୋ,୫/୭: ପ୍ରତିବର୍ଷ ଭଳି ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେ ପବିତ୍ର ବାହୁଡାଯାତ୍ରା ଧୁମଧାମରେ ପାଳିତ ହୋଇଯାଇଛି । ମାଉସୀମା ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ପହଣ୍ଡି କରି ରଥାରୂଢ ନୀତି ସରିବା ପରେ, ଠାକୁର ରାଜା ଶ୍ରୀ ଶ୍ରୀ ଭାରତ…
ବ୍ୟୁରୋ,୧/୭: ଗଞ୍ଜାମ ଆସିଷ୍ଟାଣ୍ଟ କଲେକ୍ଟର ବିଞ୍ଜେଶ ରଞ୍ଜନ ନାୟକ ନିଲମ୍ବିତ । ଜଟଣୀ ସବରେଜିଷ୍ଟର ରହିଥିବା ସମୟରେ ତାଙ୍କ ବିରୋଧରେ ଆସିଥିଲା ଅନେକ ଦୁର୍ନୀତି ଅଭିଯୋଗ। ବିଭାଗ ତରଫରୁ ଅଭିଯୋଗର ତଦନ୍ତ କରି ତାଙ୍କୁ ରାଜସ୍ବ ବିଭାଗ ତରଫରୁ ନିଲମ୍ବିତ କରାଯାଇଛି।