ସ୍ୱାଧୀନତାର ସତ୍ୟ ଅର୍ଥ କେବଳ ୧୫ ଅଗଷ୍ଟରେ ପତାକା ଉତ୍ତୋଳନ କରିବା ନୁହେଁ
ଜଟଣୀ,୧୬/୦୮: ପବିତ୍ର ୭୯ତମ ସ୍ୱାଧୀନତା ଦିବସ ଅବସରରେ ଦେଶଭକ୍ତିର ଉତ୍ସାହ ଓ ଏକତାର ସନ୍ଦେଶ ସହିତ ପିପଲ୍ ଫର୍ ସୋସାଇଟି ପକ୍ଷରୁ “ରାଷ୍ଟ୍ର ନିର୍ମାଣରେ ଯୁବଶକ୍ତିଙ୍କ ଭୂମିକା” ବିଷୟରେ ଏକ ଆଲୋଚନା ଚକ୍ର ଜଟଣୀ ଟାଉନ୍ହଲ୍ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ…
