Tag: odisha

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ୧୪୮ତମ ଜୟନ୍ତୀ ପାଳିତ

ଜଟଣୀ,୯/୧୦: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ ଜଟଣୀ ସ୍ଥିତ ଗୋପବନ୍ଧୁ ପାର୍କ ପରିସରରେ ପାଳିତ ହୋଇଯାଇଛି । ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେବା ସଂଘର…

ପ୍ରଶଂସନୀୟ କାର୍ଯ୍ୟ ପାଇଁ ତିନି ରେଳ କର୍ମଚାରୀ ସମ୍ମାନିତ

ଜଟଣୀ, ୯/୧୦: ପ୍ରଶଂସନୀୟ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଆଲୋକ ତ୍ରିପାଠୀ ତିନି ଜଣ କର୍ମଚାରୀ ଙ୍କୁ ସମ୍ମାନିତ କରିଛନ୍ତି। ସେମାନେ ହେଉଛନ୍ତି ଖୋର୍ଦ୍ଧା ରୋଡ଼ ମେମୁ ସେଡରେ କାର୍ଯ୍ୟରତ ଜୁନିୟର ଇଂଜିନିୟର…

ସର୍ଦ୍ଦାର ସନ୍ତକ ସିଂଙ୍କ ସ୍କୃତିରେ ସୋଲଫୁଲ ଗଜଲ

ଭୁବନେଶ୍ଵର ୮/୧୦: ଭୁବନେଶ୍ଵର ମ୍ୟୁଜିକ ସର୍କଲର ପ୍ରତିଷ୍ଠାତା ସର୍ଦ୍ଦାର ସନ୍ତକ ସିଂଙ୍କ ସ୍କୃତିରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ଏକ “ସୋଲଫୁଲ ଗଜଲ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ କଳାମନ୍ଦିରର ରାଜୀନ୍ଦର ସିଂ, ଯଶଜିତ୍ କୈାର ଏବଂ ଉତ୍କଳ ହସପିଟାଲର ଡିନ୍…

”ଭକ୍ତପ୍ରିୟ ମହାପ୍ରଭୁ ଶ୍ରୀଜଗନ୍ନାଥ” ପୁସ୍ତକ ଉନ୍ମୋଚିତ

ବ୍ୟୁରୋ,୧୭/୯: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳର ସମାଜସେବୀ ତଥା ତଥା କବି ଓ ପୂର୍ବତନ ବରିଷ୍ଠ ପ୍ରଶାସକ ଡକ୍ଟର ଭାରତ ଭୂଷଣ ଜଗଦ୍ଦେବଙ୍କ ଦ୍ୱାରା ରଚିତ ପୁସ୍ତକ କଥାମୃତ ”ଭକ୍ତପ୍ରିୟ ମହାପ୍ରଭୁ ଶ୍ରୀଜଗନ୍ନାଥ” କୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଉନ୍ମୋଚନ…

ତରାବୋଇ ପାସେଞ୍ଜର ହଲ୍ଟ ଉଦଘାଟିତ

ଜଟଣୀ,୧୭/୯: ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନରେ ଆଜି ଜଟଣୀ ତରାବୋଇ ଠାରେ ଏକ ନୂତନ ପାସେଞ୍ଜର ହଲ୍ଟ କୁ ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ଉଦଘାଟିତ କରିଛନ୍ତି। ଏହା ସହ ସବୁଜ ପତାକା ଦେଖାଇ ତରବୋଇ ଠାରେ ମେମୁ ଟ୍ରେନର ରହଣି…

ବିଶ୍ୱକର୍ମା ପୂଜାରେ ଜଟଣୀ ବାସୀଙ୍କୁ ତରାବୋଇ ପାସେଞ୍ଜର ହଲ୍ଟ ଭେଟି

ଜଟଣୀ,୧୬/୯: ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଅଧୀନରେ ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନରେ ଖୋର୍ଦ୍ଧା ରୋଡ୍ ଏବଂ ଖୋର୍ଦ୍ଧା ଟାଉନ୍ ରେଳ ଷ୍ଟେସନ ମଧ୍ୟରେ ଥିବା ଜଟଣୀ ତରାବୋଇ ଠାରେ ଏକ ନୂତନ ପାସେଞ୍ଜର ହଲ୍ଟ ଆସନ୍ତା କାଲି ପବିତ୍ର ବିଶ୍ୱକର୍ମା ପୂଜା…

ଦ୍ଵିତୀୟା ଓଷା ଘାଣ୍ଟ

ଦ୍ଵିତୀୟା ଓଷା ବା ଦ୍ବିତୀବାହନ ଓଷା ଓଡିଶାର ଏକ ପାରମ୍ପରିକ ପର୍ବ । ଦ୍ଵିତୀବାହନଙ୍କୁ ପୂଜା କଲେ ଅପୁତ୍ରିକ ନାରୀ ପୁତ୍ରଲାଭ କରେ ବୋଲି ବିଶ୍ୱାସ ରହିଛି । ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ବା ମୂଳାଷ୍ଟମୀ ଦିନ ଦ୍ୱିତୀୟା…

ସାଧନା ଆର୍ଟ୍ ଆଣ୍ଡ କଲଚର୍ ରେ ଗୁରୁ ଦିବସ ପାଳିତ

ଜଟଣୀ,୮/୯: ପ୍ରତି ବର୍ଷ ପରି ସାଧନା ଆର୍ଟ୍ ଆଣ୍ଡ କଲଚର୍, ତରଫରୁ ଭୁବନେଶ୍ୱର ପୋଖରୀପୁଟ ଠାରେ ” ଗୁରୁ ଦିଵସ ” ବେଶ୍ ଧୁମ୍ ଧାମରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ତଥା ଓଡିଶୀ ସଙ୍ଗୀତ ଗୁରୁ ସୁଧାଂଶୁ କୁମାର…

ଭସାଣି ପାଇଁ ଜଟଣୀରେ ସୁରକ୍ଷା କଡାକଡି

ଜଟଣୀ,୭/୯: ଆଉ କିଛି ସମୟ ପରେ ଜଟଣୀରେ ଆରମ୍ଭ ହେବ ପ୍ରଭୁ ଗଜାନନଙ୍କ ମେଲାଣି ଉତ୍ସବ। ଗଣେଶ ଚତୁର୍ଥୀ ଠାରୁ ଆରମ୍ଭ ହୋଇଥିବା ଗଣେଶ ଉତ୍ସବ ଦୀର୍ଘ ୧୧ ଦିନ ପରେ ଆଜି ପୂର୍ଣ୍ଣିମା ତିଥିରେ ଉଦଯାପିତ ହେବାକୁ ଯାଉଛି। ଗଣେଶ…

୭୫ ହଜାର ଟଙ୍କାରେ ନିଲାମ ହେଲା ୬୦ କେଜି ଲଡୁ

ଜଟଣୀ,୬/୯: ଜଟଣୀ ଗଣେଶ ଉତ୍ସବର ୧୧ତମ ଦିବସରେ ସ୍ଥାନୀୟ ଗୋପବନ୍ଧୁ ବଜାର ବ୍ୟବସାୟୀ ସଂଘ ପକ୍ଷରୁ ପ୍ରଭୁ ଗଜାନନଙ୍କ ୬୦କିଲୋ ଓଜନର ପୂଜା ଲଡୁ ନିଲାମ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜଟଣୀର ପୂର୍ବତନ ନଗରପାଳ ସଂଗ୍ରାମ କେଶରୀ ରାଉତରାୟ,…