Day: September 21, 2023

ସାଧନା ଆର୍ଟ ଆଣ୍ଡ କଲଚରରେ ବିଘ୍ନ ବିନାଶକଙ୍କ ପୂଜା

ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ପୂଜା ସାଧନା ଆର୍ଟ ଆଣ୍ଡ କଲଚର ଅନୁଷ୍ଠାନ, ପୋଖରୀପୁଟ ଭୂବନେଶ୍ୱରରେ ଧୁମଧାମରେ ପାଳିତ ହୋଇଯାଇଛି। ଗଣେଶ ଚତୁର୍ଥୀ ଦିନ ପ୍ରଭୁ ଗଜାନନ ଙ୍କୁ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ପୂଜା କରିବା ସହ ପ୍ରଭୁଙ୍କ ଆଶ୍ରିବାଦ ଲାଭ କରିଥିଲେ।…

ବିଜେଡି ଦଳରୁ ବହିଷ୍କୃତ ହେଲେ ଦୁଇ ବିଧାୟକ।

ବ୍ୟୁରୋ: ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ଓ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ଦଳରୁ ବହିଷ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।