Day: April 10, 2024

ଲୁଟ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ, ୫ଟି ମୋବାଇଲ ସହ ମୋଟର ସାଇକେଲ ଜବତ

ବ୍ୟୁରୋ: ଲୁଟ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଜଟଣୀ ପୋଲିସ ଗିରଫକରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଜଟଣୀ ବୁଢ଼ାପଢା ଗ୍ରାମର ବୃନ୍ଦାବନ ସାହୁ ଓରଫ ଚିକୁ(୨୫) ଏବଂ ବୁଢ଼ାପଢା ପ୍ରଧାନସାହିର ଖଗେଶ୍ୱର ପ୍ରଧାନ ଓରଫ ଜଗା(୨୩)।…

ବାସନ୍ତିକ ଦୁର୍ଗାପୂଜା ର ଦ୍ଵିତୀୟ ଦିବସରେ ମା’ ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ

ବ୍ୟୁରୋ: ଜଟଣୀ ପୌର ପରିଷଦ ଅଧିନ କୁଦିଆରି ର ଗ୍ରାମଦେବୀ ମା’ ଜାଗୁଳାଇଙ୍କ ପୀଠରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବର ଦ୍ଵିତୀୟ ଦିବସରେ ମା’ ଆଜି ଚନ୍ଦ୍ରଘଣ୍ଟା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।…

“ଡ୍ରୋନ୍-ମୋବିଲିଟି ର ଭବିଷ୍ୟତ” ଉପରେ 5 ଦିନିଆ ବୁଟ୍ କ୍ୟାମ୍ପ

ବ୍ୟୁରୋ: “ଡ୍ରୋନ୍-ମୋବିଲିଟି ର ଭବିଷ୍ୟତ” ଉପରେ 5 ଦିନିଆ ବୁଟ୍ କ୍ୟାମ୍ପ, ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା, ଭୁବନେଶ୍ୱରର ସହଯୋଗରେ, ଖୋର୍ଦ୍ଧା ବଣିଆଟାଙ୍ଗି ସୋଫିଟୋରିୟମ୍ ଇନଷ୍ଟିଚ୍ୟୁଟ ପରିସରରେ, ଗତ ୮ ତାରିଖରୁ ଆରମ୍ଭ ହୋଇଛି। ଏହି କ୍ୟାମ…

ମା’ ଜାଗୁଳେଇଙ୍କ ପୀଠରେ ଆରମ୍ଭ ହେଲା ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ

ବ୍ୟୁରୋ: ଜଟଣୀ ପୌର ପରିଷଦ ଅଧିନ କୁଦିଆରି ର ଗ୍ରାମଦେବୀ ମା’ ଜାଗୁଳାଇଙ୍କ ପୀଠରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ। ମଙ୍ଗଳବାର ସକାଳୁ ମାନସିକ ବ୍ରତଧାରୀ ମହିଳା ଓ ପୁରୁଷ ମାନେ ନୂତନ ଵସ୍ତ୍ର…